ସୁମନ୍ତ ଭାଇ ଓ ଅନ୍ୟ ଭାଇମାନେ ପଠାଉଥିବା ତଥ୍ୟ

 କୋଣାର୍କ ଟିଭି ବୁଡିଲା

ଅଏଲ୍ ଓଡିଶା ବୁଡିଲା

ଇପିଟ୍ରନ୍ ଟାଇମସ୍ ବୁଡିଲା

କୋଣାର୍କ ଝୋଟକଳ ବୁଡିଲା

ଓଟିଏମ୍ ବୁଡିଲା

କଳିଂଗ ଟ୍ଯୁବସ୍ ବୁଡିଲା

ଟିପିଏମ୍ ବୁଡିଲା

ବାରଂଗ କାଚ କାରଖାନା ବୁଡିଲା

ଇଷ୍ଟ କୋଷ୍ଟ ଫର୍ଟିଲାଇଜର ବୁଡିଲା

ନୟାଗଡ ଚିନି କାରଖାନା ବୁଡିଲା

ବଡମ୍ୱା ଚିନି କାରଖାନା ବୁଡିଲା

ବରଗଡ ଚିନି କାରଖାନା ବୁଡିଲା

ଆସ୍କା ଚିନି କାରଖାନା ବୁଡିଲା

ଏସ୍ ଏନ୍ କର୍ପୋରେସନ୍ ବୁଡିଲା

ଜେ କେ ସିନ୍ଥେଟିକ୍ସ ବୁଡିଲା

ବିଲାତି ଓଡିଶା ବୁଡିଲା

ହଜାରେ ଦିନରେ ହଜାରେ କୋଟିରେ ହଜାରେ ଶିଳ୍ପ ବୁଡିଲା

ପାର୍ବତୀ ପାୱାରଲୁମ୍, ଜଗତସିଂହପୁର ବୁଡିଲା

ବଳଦେବଜୀଉ ପାୱାରଲୁମ୍,କେଂଦ୍ରାପଡା ବୁଡିଲା

ମା ବାଉତୀ ପାୱାରଲୁମ୍, ଆଠଗଡ ବୁଡିଲା

ମାଣିକେଶ୍ୱରୀ ପାୱାରଲୁମ୍, କଳାହାଣ୍ଡି ବୁଡିଲା

ମଧୁନଗର ପାୱାରଲୁମ୍, କଟକ ବୁଡିଲା

ଛତିଆ ୱେଭିଂ ମିଲ୍, ଯାଜପୁର ବୁଡିଲା

ବରୁଣେଇ ପାୱାରଲୁମ୍, ଖୋର୍ଧା ବୁଡିଲା

ବ୍ରହ୍ମପୁର ପାୱାରଲୁମ୍, ଗଂଜାମ ବୁଡିଲା

ରାମନଗର ପାୱାରଲୁମ୍, ବରଗଡ ବୁଡିଲା

ବାରିପଦା ପାୱାରଲୁମ୍, ମୟୁରଭଂଜ ବୁଡିଲା

ମହାଲକ୍ଷ୍ମୀ ପାୱାରଲୁମ୍, ସୁନ୍ଦରଗଡ ବୁଡିଲା

ତା ସହିତ ୧୩ ଟା ସ୍ପିନିଂ ମିଲ୍ ବୁଡିଲା


ଲେଖିଲେ ଗୋଟାଏ ବହି ହେବ


ଓଡିଶା ବିକାଶପାଇଁ ସରକାରଂକ ହାତରେ ଆମେ ବର୍ଷକୁ ଦେଉଛୁ ଦେଢଲକ୍ଷ କୋଟି , କ’ଣ ଗୁଜୁରାଟ, କେରଳ,ହାଇଦରାବାଦ, ହରିଆନା, ଛତିଶଗଡ ଯାଇ ଦାଦନ ଖଟିବାକୁ ?


ଏ ପଇସା ସବୁଲୋକ ଦେଉଛନ୍ତି, ଗୋଟାଏ ଭ୍ରମ ଧାରଣା ଅଛି ଯେ, କେବଳ ଧନୀ ଲୋକ ସରକାରଂକୁ ଟିକସ ଦିଅନ୍ତି, ତାହା ଭୁଲ୍ କଥା, ଦିନକୁ ୩୦୦ ଟଂକା ରୋଜଗାର ଓ ଖର୍ଚ କରୁଥିବା ମୂଲିଆ ବି ହାରାହାରି ୧୮% ହିସାବରେ ଦିନକୁ ସରକାରୀ ଟ୍ରେଜେରୀକୁ ୫୪ ଟଂକା ଦିଏ ।


ଜଣେ ରାଷ୍ ଟ୍ର ନୀତିଜ୍ଞ ତାର ରାଜ୍ଯକୁ ସମ୍ପନ୍ନ କରିବାକୁ ଯୋଜନା କରେ, ତାର ଲୋକଂକୁ ରୋଜଗାରକ୍ଷମ କରିବାକୁ ଯୋଜନା କରେ, କେବଳ ଭେଜାଶୂନ୍ଯ ସରକାର ଯୋଜନା କରେ ଭିକ ଦେଇ ଭୋଟ୍ ନେବାକୁ ।


ଟଂକା ତ ଲୋକଂକର, ନବୀନ ଦେଲେ କ’ଣ ? ମୋଦୀ ଦେଲେ କ’ଣ ?

କେଉଁଠୁ ଆଣିକି ଦେଲେ ?


ବାବୁ ଆମେ ସାଧାରଣ ଲୋକ, ତୁମକୁ ବୁଦ୍ଧିଆ ଭାବି ବିଧାନ ସଭାକୁ ପଠେଇଛୁ, ବର୍ଷକୁ ଦେଢ ଲକ୍ଷ କୋଟି ଟଂକା ବି ତୁମ ହାତରେ ଦେଉଛୁ, ଲୋକଂକୁ ରୋଜଗାରକ୍ଷମ କରିବାକୁ ଯୋଜନା କରିବା ପାଇଁ, ଆମକୁ ବିପିଏଲ୍ କରି କେରଳ, ମହାରାଷ୍ ଟ୍ର, ସୁରଟ, ହାଇଦରାବାଦ, ହରିଆନାକୁ ଦାଦନ ଖଟିବାକୁ ପଠାଇବାକୁ ନୁହେଁ ।


ଯଦି ଗୋଟାଏ ରାଜ୍ଯରେ 

ଜେଜେ ବିପିଏଲ୍

ବାପା ବିପିଏଲ୍

ନାତି ବିପିଏଲ୍ ହେବ

ସେ ରାଜ୍ଯରେ ଗୋଟାଏ ନିର୍ବାଚିତ ସରକାର ରହିବ କାହିଁକି ?


ସେଠି ତ ରାଷଟ୍ରପତି ଶାସନ ଜାରି କରିଦେବା କଥା କି କ’ଣ..


ବ୍ରହ୍ମାନନ୍ଦ ଦାସ

[5:10 PM, 4/6/2021] +91 90905 31551: ରାମଚରିତ ମାନସର କେତେକ ରୋଚକ ତଥ୍ୟ🏹


୧: ଲଙ୍କାରେ ଶ୍ରୀରାମଚନ୍ଦ୍ର= ୧୧୧ ଦିନ ଥିଲେ।

୨: ଲଙ୍କାରେ ଦେବୀ ସୀତା= ୪୩୫ ଦିନ ଥିଲେ।

୩: ମାନସ ରେ ଶ୍ଳୋକ ସଂଖ୍ୟା= ୨୭ ଅଟେ।

୪: ମାନସ ରେ ଚୋପାଈ ସଂଖ୍ୟା= ୪୬୦୮ ଅଟେ।

୫: ମାନସ ରେ ଦୋହା ସଂଖ୍ୟା= ୧୦୭୪ ଅଟେ।

୬: ମାନସ ରେ ସୋରଠା ସଂଖ୍ୟା= ୨୦୭ ଅଟେ।

୭: ମାନସ ରେ ଛନ୍ଦ ସଂଖ୍ୟା= ୮୬ ଅଟେ।

୮: ସୁଗ୍ରୀବଙ୍କ ବଳ ଥିଲା= ୧୦,୦୦୦ ହାତୀ ର।

୯: ସୀତା ମହାରାଣୀ ହୋଇଥିଲେ= ୩୩ ବର୍ଷ ବୟସରେ।

୧୦: ମାନସ ରଚନା ସମୟରେ ତୁଳସୀଦାସଙ୍କ ବୟସ= ୭୭ ବର୍ଷ ଥିଲା।

୧୧: ପୁଷ୍ପକ ବିମାନର ଗତି= ୪୦୦ ମାଇଲ୍/ଘଣ୍ଟା ଥିଲା।

୧୨: ରାମଦଳ ତଥା ରାବଣ ଦଳର ଯୁଦ୍ଧ= ୮୭ ଦିନ ଚାଲିଥିଲା।

୧୩: ରାମ ରାବଣ ଯୁଦ୍ଧ= ୩୨ ଦିନ ଚାଲିଥିଲା।

୧୪: ସେତୁ ନିର୍ମାଣ= ୫ ଦିନରେ ହୋଇଥିଲା।

୧୫: ନଳ ଓ ନୀଳ ଙ୍କ ପିତା= ବିଶ୍ଵକର୍ମା ଅଟନ୍ତି।

୧୬: ତ୍ରିଜଟା ଙ୍କ ପିତା= ବିଭୀଷଣ ଅଟନ୍ତି।

୧୭: ବିଶ୍ଵାମିତ୍ର ରାମଙ୍କୁ ନେଇ ଯାଇଥିଲେ= ୧୦ ଦିନ ପାଇଁ ।

୧୮: ରାମ ରାବଣଙ୍କୁ ସବୁଠାରୁ ପ୍ରଥମେ ମାରିଥିଲେ= ୬ ବର୍ଷ ବୟସରେ ।

୧୯: ରାବଣକୁ ଜୀବନଦାନ ଦେଇଥିଲେ= ସୁସେନ ବୈଦ୍ୟ ନାଭିରେ ଅମୃତ ରଖି।


ଶ୍ରୀରାମଚନ୍ଦ୍ରଙ୍କ ପିତାମହ ପ୍ରପିତାମହ ଙ୍କ ନାମ କଣ ଥିଲା ? ଜାଣନ୍ତୁ:-

୧- ବ୍ରହ୍ମା ଙ୍କ ପୁତ୍ର ମରୀଚି,

୨- ମରୀଚି ଙ୍କ ପୁତ୍ର କଶ୍ୟପ, 

୩- କଶ୍ୟପଙ୍କ ପୁତ୍ର ଥିଲେ ବିବସ୍ଵାନ, 

୪- ବିବସ୍ଵାନଙ୍କ ପୁତ୍ର ବୈବସ୍ୱତ ମନୁ ଅଟନ୍ତି, ବୈବସ୍ଵତ ମନୁଙ୍କ ସମୟରେ ଜଳ ପ୍ରଳୟ ହୋଇଥିଲା।

୫- ବୈବସ୍ଵତ ମନୁ ଙ୍କ ଦଶ ପୁତ୍ରଙ୍କ ମଧ୍ୟରୁ ଜଣକର ନାମ ଇକ୍ଷ୍ବାକୁ ଥିଲା, ଇକ୍ଷ୍ବାକୁ ଙ୍କ ଅଯୋଧ୍ୟା ନାମକ ଏକ ରାଜଧାନୀ ଥିଲା ଏବଂ ସେ ଇକ୍ଷ୍ବାକୁ କୁଳର ସ୍ଥାପନା କରିଥିଲେ।

୬- ଇକ୍ଷ୍ବାକୁ ଙ୍କ ପୁତ୍ର କୁକ୍ଷି ଥିଲେ, 

୭- କୁକ୍ଷି ଙ୍କ ପୁତ୍ରଙ୍କ ନାମ ବିକୁକ୍ଷି ଥିଲା, 

୮- ବିକୁକ୍ଷି ଙ୍କ ପୁତ୍ର ଵାଣ ଥିଲେ, 

୯- ଵାଣ ଙ୍କ ପୁତ୍ର ଅନରଣ୍ୟ ଥିଲେ, 

୧୦- ଅନରଣ୍ୟ ଙ୍କ ଠାରୁ ପୃଥୁ ଜନ୍ମ ହୋଇଥିଲେ, 

୧୧- ପୃଥୁ ଙ୍କ ଠାରୁ ତ୍ରିଶଙ୍କୁ ଜନ୍ମ ନେଇଥିଲେ, 

୧୨- ତ୍ରିଶଙ୍କୁ ଙ୍କ ପୁତ୍ର ଧୁଂଧୁମାର ଥିଲେ, 

୧୩- ଧୁନ୍ଧୁମାର ଙ୍କ ପୁତ୍ରଙ୍କ ନାମ ଥିଲା ଯୁବନାଶ୍ଵ, 

୧୪- ଯୁବନାଶ୍ଵ ଙ୍କ ପୁତ୍ର ମାନ୍ଧାତା ଅଟନ୍ତି, 

୧୫- ମାନ୍ଧାତାଙ୍କ ଠାରୁ ସୁସନ୍ଧି ଜନ୍ମ ହୋଇଥିଲେ, 

୧୬- ସୁସନ୍ଧି ଙ୍କ ଦୁଇଜଣ ପୁତ୍ର ଥିଲେ- ଧ୍ରୁବସନ୍ଧି ଏବଂ ପ୍ରସେନଜିତ, 

୧୭- ଧ୍ରୁବସନ୍ଧି ଙ୍କ ପୁତ୍ର ଭରତ ଅଟନ୍ତି, 

୧୮- ଭରତ ଙ୍କ ପୁତ୍ର ଅସିତ ଅଟନ୍ତି, 

୧୯- ଅସିତ ଙ୍କ ପୁତ୍ର ସଗର ଅଟନ୍ତି, 

୨୦- ସଗର ଙ୍କ ପୁତ୍ରଙ୍କ ନାମ ଅସମଂଜ ଥିଲା, 

୨୧- ଅସମଂଜ ଙ୍କ ପୁତ୍ରଙ୍କ ନାମ ଅଂଶୁମାନ ଥିଲା, 

୨୨- ଅଂଶୁମାନ ଙ୍କ ପୁତ୍ରଙ୍କ ନାମ ଦିଲୀପ ଥିଲା, 

୨୩- ଦିଲୀପ ଙ୍କ ପୁତ୍ର ଭଗୀରଥ ଥିଲେ, ଭଗୀରଥ ଗଙ୍ଗାଙ୍କୁ ପୃଥିବୀ ପୃଷ୍ଠକୁ ଆଣିଥିଲେ, ତାଙ୍କ ପୁତ୍ରଙ୍କ ନାମ ଥିଲା କକୁତ୍ସ୍ଥ, 

୨୪- କକୁତ୍ସ୍ଥ ଙ୍କ ପୁତ୍ର ରଘୁ ଅଟନ୍ତି, ରଘୁ ଜଣେ ଅତ୍ୟନ୍ତ ତେଜସ୍ଵୀ ଏବଂ ପରାକ୍ରମୀ ରାଜା ହୋଇଥିବାରୁ ତାଙ୍କ ପରେ ତାଙ୍କ ନାମାନୁସାରେ ତାଙ୍କ ବଂଶର ନାମ ରଘୁବଂଶ ହୋଇଥିଲା, ସେହି ଦିନଠାରୁ ଶ୍ରୀରାମ ଙ୍କ ବଂଶ ରଘୁବଂଶ ନାମରେ ପରିଚିତ।

୨୫- ରଘୁ ଙ୍କ ପୁତ୍ର ପ୍ରବୃଦ୍ଧ ଅଟନ୍ତି, 

୨୬- ପ୍ରବୃଦ୍ଧ ଙ୍କ ପୁତ୍ର ଶଂଖଣ ଅଟନ୍ତି, 

୨୭- ଶଂଖଣ ଙ୍କ ପୁତ୍ର ସୁଦର୍ଶନ ଅଟନ୍ତି, 

୨୮- ସୁଦର୍ଶନ ଙ୍କ ପୁତ୍ରଙ୍କ ନାମ ଅଗ୍ନିବର୍ଣ ଥିଲା, 

୨୯- ଅଗ୍ନିବର୍ଣ ଙ୍କ ପୁତ୍ର ଶୀଘ୍ରଗ ଥିଲେ, 

୩୦- ଶୀଘ୍ରଗ ଙ୍କ ପୁତ୍ର ନାମ ମରୁ ଥିଲା, 

୩୧- ମରୁ ଙ୍କ ପୁତ୍ର ପ୍ରଶୁଶ୍ରୁକ ଥିଲେ, 

୩୨- ପ୍ରଶୁଶ୍ରୁକ ଙ୍କ ପୁତ୍ର ଅମ୍ବରୀଷ ଥିଲେ, 

୩୩- ଅମ୍ବରୀଷ ଙ୍କ ପୁତ୍ରଙ୍କ ନାମ ନହୁଷ ଥିଲା, 

୩୪- ନହୁଷ ଙ୍କ ପୁତ୍ରଙ୍କ ନାମ ଯଯାତି ଥିଲା, 

୩୫- ଯଯାତି ଙ୍କ ପୁତ୍ରଙ୍କ ନାମ ନାଭାଗ ଥିଲା, 

୩୬- ନାଭାଗ ଙ୍କ ପୁତ୍ରଙ୍କ ନାମ ଅଜ ଥିଲା, 

୩୭- ଅଜ ଙ୍କ ପୁତ୍ରଙ୍କ ନାମ ଦଶରଥ ଥିଲା, 

୩୮- ଦଶରଥଙ୍କର ଚାରିଜଣ ପୁତ୍ର ରାମ, ଭରତ, ଲକ୍ଷ୍ମଣ ତଥା ଶତ୍ରୁଘ୍ନ ଥିଲା।


ଏହିପରି ବ୍ରହ୍ମାଙ୍କ ଅଣଚାଳିଶ (୩୯) ବଂଶରେ ଶ୍ରୀରାମଙ୍କ ଜନ୍ମ ହୋଇଥିଲେ।


🔱⚕️🔱 ଧର୍ମ ଜ୍ଞାନ 🔱⚕️🔱


ସମସ୍ତ ହିନ୍ଦୁ ସଂସ୍କାରୀଙ୍କୁ ଅନୁରୋଧ ଏହାକୁ ଧୋର୍ଯ୍ୟର ସହ ପଢି ନିଜର ଯୁବ ପୀଢ଼ିଙ୍କ ଧର୍ମ ଜ୍ଞାନକୁ ବଢାଇବା ପାଇଁ ଅଧିକ ରୁ ଅଧିକ ଅନ୍ୟଙ୍କୁ ଅଗ୍ରସର କରିବା ପାଇଁ ଚେଷ୍ଟା କରିବେ ।


ମହାଭାରତ:-

'ପାଣ୍ଡୁ' ଓ 'ଧୃତରାଷ୍ଟ୍ର' ଦୁଇ ଭ୍ରାତା ଥିଲେ ।


ପାଣ୍ଡଵମାନେ ପାଞ୍ଚ ଭାଇଥିଲେ ଯାହାଙ୍କ ନାମ -


୧.ଯୁଧିଷ୍ଠିର, ୨.ଭୀମ, ୩.ଅର୍ଜୁନ, ୪.ନକୁଳ, ୫.ସହଦେଵ l


ଏଠି ଧ୍ୟାନ ରହେ ଯେ .... ପାଣ୍ଡୁଙ୍କ ଉପରୋକ୍ତ ପାଞ୍ଚ ପୁତ୍ର ମଧ୍ୟରୁ ଯୁଧିଷ୍ଠିର, ଭୀମ ଓ ଅର୍ଜୁନ ମାତା 'କୁନ୍ତୀ' ଙ୍କ ପୁତ୍ର ଥିଲେ । ନକୁଳ ଓ ସହଦେଵ ମାତା 'ମାଦ୍ରୀ' ସମୁଦ୍ର ଙ୍କ ପୁତ୍ର ଥିଲେ ।


ଏହି ପାଞ୍ଚ ଜଣଙ୍କ ଛଡା, ମହବଳୀ କର୍ଣ୍ଣ ମଧ୍ୟ କୁନ୍ତୀଙ୍କ ପୁତ୍ର ଥିଲେ, କିନ୍ତୁ ତାଙ୍କୁ ପାଣ୍ଡବମାନଙ୍କ ଭିତରେ ଗଣା ଯାଏନାହିଁ ।


ଅନ୍ୟପକ୍ଷରେ କୌରବରେ,

'ଧୃତରାଷ୍ଟ୍ର ଓ ଗାନ୍ଧାରୀ' ଙ୍କ ଶତ ପୁତ୍ର ଥିଲେ । ଯାହାଙ୍କ ନାମ :-


୧.ଦୁର୍ଯ୍ୟୋଧନ ୨.ଦୁଃଶାସନ ୩.ଦୁଃସହ ୪.ଦୁଃଶଳ ୫.ଜଳସନ୍ଧ ୬.ସମ ୭.ସହ ୮.ବିନ୍ଦ ୯.ଅନୁବିନ୍ଦ ୧୦.ଦୁର୍ଦ୍ଧର୍ଷ ୧୧.ସୁବାହୁ ୧୨.ଦୁଷପ୍ରଦର୍ଶନ ୧୩.ଦୁର୍ମର୍ଷଣ ୧୪.ଦୁର୍ମୁଖ ୧୫.ଦୁଷ୍କର୍ଣ ୧୬.ବିକର୍ଣ୍ଣ ୧୭.ଶଳ ୧୮.ସତ୍ୱାନ ୧୯.ସୁଲୋଚନ ୨୦.ଚିତ୍ର ୨୧.ଉପଚିତ୍ର ୨୨.ଚିତ୍ରାକ୍ଷ ୨୩.ଚାରୁଚିତ୍ର ୨୪.ଶରାସନ ୨୫.ଦୁର୍ମଦା ୨୬.ଦୁର୍ବିଗାହ ୨୭.ବିବିତ୍ସୁ ୨୮.ବିକଟାନନ୍ଦ ୨୯.ଉର୍ଣ୍ଣନାଭ ୩୦.ସୁନାଭ ୩୧.ନନ୍ଦ ୩୨.ଉପନନ୍ଦ ୩୩.ଚିତ୍ରବାଣ ୩୪.ଚିତ୍ରବର୍ମା ୩୫.ସୁବର୍ମା ୩୬.ଦୁର୍ବିମୋଚନ ୩୭.ଅୟୋବାହୁ ୩୮.ମହାବାହୁ ୩୯.ଚିତ୍ରାଙ୍ଗ ୪୦.ଚିତ୍ରକୁଣ୍ଡଳ ୪୧.ଭୀମବେଗ ୪୨.ଭୀମବଳ ୪୩.ବାଲାକୀ ୪୪.ବଳବର୍ଦ୍ଧନ ୪୫.ଉଗ୍ରାଯୁଦ୍ଧ ୪୬.ସୁଷେର୍ଣ ୪୭.କୁଣ୍ଡଧର ୪୮.ମହଦୋର ୪୯.ଚିତ୍ରାଯୁଦ୍ଧ ୫୦.ନିସଙ୍ଗୀ ୫୧.ପାସି ୫୨.ବୃନ୍ଦାରକ ୫୩.ଦୃଢ଼ବର୍ମା ୫୪.ଦୃଢ଼କ୍ଷେତ୍ର ୫୫.ସୋମକୀର୍ତ୍ତି ୫୬.ଅନୁଦର ୫୭.ଦଢସଂଘ ୫୮.ଜରାସଂଘ ୫୯.ସତ୍ୟସଂଘ ୬୦.ସଦସୁବାକ ୬୧.ଉଗ୍ରଶ୍ରବା ୬୨.ଉଗ୍ରସେନ ୬୩.ସେନାନୀ ୬୪.ଦୁଷ୍ପରାଜୟ ୬୫.ଅପରାଜିତ ୬୬.କୁଣ୍ଡସାୟୀ ୬୭.ବିଶାଲାକ୍ଷ ୬୮.ଦୁରାଧର ୬୯.ଦ୍ରୁଢହସ୍ତ ୭୦.ସୁହସ୍ତ ୭୧.ବାତବେଗ ୭୨.ସୁବର୍ଚ୍ଚ ୭୩.ଆଦିତ୍ୟକେତୁ ୭୪.ବହ୍ମାଶ୍ରୀ ୭୫.ନାଗଦତ୍ତ ୭୬.ଉଗ୍ରସାୟୀ ୭୭.କବଚି ୭୮.କ୍ରଥନ ୭୯.କୁଣ୍ଡି ୮୦.ଭୀମବିକ୍ର ୮୧.ଧନୁର୍ଦ୍ଧର ୮୨.ବିରବା ୮୩.ଅଳଲୁପ ୮୪.ଅଭୟ ୮୫.ଦୃଢ଼କର୍ମା ୮୬.ଦୃଢ଼ରଥାଶ୍ରୟ ୮୭.ଅନାଧୃଷ୍ୟ ୮୮.କୁଣ୍ଡଭେଦି ୮୯.ବିରବୀ ୯୦.ଚିତ୍ରକୁଣ୍ଡଳ ୯୧.ପ୍ରଧମ ୯୨.ଅମାପ୍ରମାଥି ୯୩.ଦୀର୍ଘରୋମା ୯୪.ସୁବିର୍ଯ୍ୟଵାନ ୯୫.ଦୀର୍ଘବାହୁ ୯୬.ସୁଜାତ ୯୭.କନକଧ୍ୱଜ ୯୮.କୁଣ୍ଡାଶୀ ୯୯.ବିରଜ ୧୦୦.ଯୁଜୁସ୍ତୁ ।


ଏହି ଶତଭ୍ରାତା ଛଡା କୌରବଙ୍କର ଗୋଟିଏ ଭଗ୍ନୀ ବି ଥିଲା, ଯାହାର ନାମ 'ଦୃଶଳା' ଥିଲା ଏବଂ ତାହାର ବିବାହ 'ଜୟଦ୍ରଥ' ସହିତ ହୋଇଥିଲା ।


ଶ୍ରୀମଦ ଭାଗବତ ଗୀତା :-*


ଓଁ- ଗୀତା କିଏ କାହାକୁ ଶୁଣାଇ ଥିଲେ ?

ଉ- ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଶୁଣାଇ ଥିଲେ।

ଓଁ- କେବେ ଶୁଣାଇ ଥିଲେ ?

ଉ- ଆଜିକୁ ପ୍ରାୟ ୭ ହଜାର ବର୍ଷ ଆଗେ।

ଓଁ- କେଉଁ ବାରରେ ଗୀତା ଶୁଣାଇ ଥିଲେ ?

ଉ- ରବିବାର ।

ଓଁ- କେଉଁ ତିଥିରେ ?

ଉ- ଏକାଦଶୀ ।

ଓଁ- କେଉଁଠି ଶୁଣାଇଥିଲେ ?

ଉ- କୁରୁକ୍ଷେତ୍ରର ଯୁଦ୍ଧ କ୍ଷେତ୍ରରେ।

ଓଁ- କେତେ ସମୟରେ ଶୁଣାଇ ଥିଲେ ?

ଉ- ପାଖାପାଖି ୪୫ ମିନିଟରେ।

ଓଁ- କାହିଁକି ଶୁଣାଇ ଥିଲେ ?

ଉ- କର୍ତ୍ତବ୍ୟରୁ ଓହରି ଯାଇଥିବା ଅର୍ଜୁନଙ୍କୁ କର୍ତ୍ତବ୍ୟ ଶିଖାଇବା ପାଇଁ ଓ ଭବିଷ୍ୟତରେ ମାନବ ସମାଜକୁ ଧର୍ମ ବିଷୟକ ଜ୍ଞାନ ଶିଖିବା ଲାଗି।

ଓଁ- ଗୀତାରେ କେତେ ଅଧ୍ୟାୟ ?

ଉ- ୧୮ ଅଧ୍ୟାୟ।

ଓଁ- କେତୋଟି ଶ୍ଳୋକ ଅଛି ?

ଉ- ୭୦୦ ଶ୍ଳୋକ।

ଓଁ- ଗୀତାରେ କେଉଁ କେଉଁ ବିଷୟରେ ଚର୍ଚ୍ଚା ହୋଇଛି ?

ଉ- ଜ୍ଞାନ-ଭକ୍ତି-କର୍ମ ଯୋଗର ବିସ୍ତୃତ ବ୍ୟାଖ୍ୟା କରାଯାଇଛି। ଏହି ମାର୍ଗରେ ଚାଲିଲେ ଜଣେ ବ୍ୟକ୍ତି ପରମ ପଦର ଅଧିକାରୀ ହୋଇପାରିବ।

ଓଁ- ଗୀତାକୁ ଅର୍ଜୁନଙ୍କ ଛଡା କିଏ କିଏ ଶୁଣିଥିଲେ ?

ଉ- ଧ୍ରୁତରାଷ୍ଟ୍ର ଓ ସଞ୍ଜୟ।

ଓଁ- ଅର୍ଜୁନଙ୍କ ଆଗରୁ ଗୀତାର ପାବନ ଜ୍ଞାନ କାହାକୁ ମିଳିଥିଲା ?

ଉ- ଭଗବାନ ସୂର୍ଯ୍ୟ ଦେବତାଙ୍କୁ।

ଓଁ- ଗୀତାର ଗଣନା କୋଉ ଧର୍ମ ଗ୍ରନ୍ଥରେ ମିଳେ ?

ଉ- ଉପନିଷଦ ରେ।

ଓଁ- ଗୀତା କେଉଁ ମହାଗ୍ରନ୍ଥର ଭାଗ ଅଟେ ?

ଉ- ଗୀତା ମହାଭାରତର 'ଶାନ୍ତି ପର୍ବ' ର ଏକ ଭାଗ ଅଟେ।

ଓଁ- ଗୀତାର  ଅନ୍ୟ ନାମ କଣ ?

ଉ- ଗୀତୋପନିଷଦ।

ଓଁ- ଗୀତାର ସାର କଣ ?

ଉ- ପ୍ରଭୁ ଶ୍ରୀ କୃଷ୍ଣଙ୍କର ଶରଣ ଯିବା ।

ଓଁ- ଗୀତାରେ କିଏ କେତେ ଶ୍ଳୋକ କହିଥିଲେ ?

ଉ- ଶ୍ରୀ କୃଷ୍ଣ-୫୭୪, ଅର୍ଜୁନ-୮୫, ଧୃତରାଷ୍ଟ୍ର-୧ ଏବଂ ସଞ୍ଜୟ- ୪୦।


ଅଳ୍ପ ଜ୍ଞାନ ବିପଦପୂର୍ଣ୍ଣ


ହିନ୍ଦୁମାନଙ୍କ ତେତିଶ(୩୩) କୋଟି ଦେବୀ ଦେବତା ନୁହେଁ ଏହା ତେତିଶ(୩୩) କୋଟି । 


ଏଠି "କୋଟି" ଅର୍ଥ "ପ୍ରକାର" ।


ଦେବନଗରୀ (ସଂସ୍କୃତ) ଭାଷାରେ "କୋଟି" ର ଦୁଇଟି ଅର୍ଥ ରହିଛି ଗୋଟିଏ କୋଟି (ପ୍ରକାର) ଅନ୍ୟ କୋଟି (ସଂଖ୍ୟା) କୁ ବୁଝାଯାଏ ।


ହିନ୍ଦୁ ଧର୍ମର ଦୁଃପ୍ରଚାର କରିବା ପାଇଁ କିଛି ବ୍ୟକ୍ତି ଏହି କଥାକୁ ଭୁଲ ଅର୍ଥରେ ଉଡାଇ ଚାଲିଛନ୍ତି । ଆଉ ଏବେତ କିଛି ଅଜ୍ଞାନୀ ହିନ୍ଦୁ ଏହା ଗାଇ ଚାଲିଛନ୍ତି ଯେ ଆମର ତେତିଶ କୋଟି ଦେବୀ ଦେବତା ଅଛନ୍ତି.... ଅଥଚ ଅନ୍ୟ ଧର୍ମର ଧର୍ମଗୁରୁ ମନେ ସେମାନଙ୍କ ନାମ ପଚାରିଲା ବେଳକୁ ଏ ଅଜ୍ଞାନୀ ମାନେ ମୁକ ହୋଇ ଯାଆନ୍ତି ।


ସର୍ବମୋଟ ତେତିଶ (୩୩) ପ୍ରକାର ଦେବୀ ଦେବତା ହିନ୍ଦୁ ଧର୍ମରେ ଅଛନ୍ତି ।


ବାର(୧୨) ପ୍ରକାର :-* ଆଦିତ୍ୟ:

୧.ଧାତା, ୨.ମିତ, ୩.ଅର୍ଯ୍ୟାମା, ୪.ଶକ୍ରା, ୫.ବରୁଣ, ୬.ଅଂଶ, ୭.ଭାଗ, ୮.ବିବାସ୍ୱାନ, ୯.ପୁଷ, ୧୦.ତବସ୍ଥା, ୧୧.ସବିତା ଏବଂ ୧୨.ବିଷ୍ଣୁ ..।


ଆଠ (୮) ପ୍ରକାର:- ବାସୁ:

୧.ଘର, ୨.ଧ୍ରୁବ, ୩.ସୋମ, ୪.ଅହ, ୫.ଅନୀଳ, ୬.ଅନଳ, ୭.ପ୍ରତୁଷ ଏବଂ ୮.ପ୍ରଭାଷ...।


ଏଗାର (୧୧) ପ୍ରକାର :-* ରୁଦ୍ର:

୧.ହର, ୨.ବହୁରୂପ, ୩.ତ୍ରୟଂବକ, ୪.ଅପରାଜିତା, ୫.ବୃଷାକାପି, ୬.ଶମ୍ଭୁ, ୭.କପାଆର୍ଡି, ୮.ରେବାତ, ୯.ମୃଗବ୍ୟାଧ, ୧୦.ଶର୍ବା ଏବଂ ୧୧.କପାଳି...।

ଏବଂ

ଦୁଇ (୨) ପ୍ରକାର :-*

୧.ଅଶ୍ୱିନୀ, ୨.କୁମାର...।


ସର୍ବମୋଟ:- ୧୨+୮+୧୧+୨=୩୩ କୋଟି (ପ୍ରକାର)...।


ଦେବୀ ଦେବତାଙ୍କ ପାଖରେ ହାତ ଯୋଡି ପ୍ରାର୍ଥନା କରିବା ପୂର୍ବରୁ ଉପର ଲିଖିତ ସମସ୍ତ ତଥ୍ୟ ଜାଣିବା ସାଧାରଣତଃ ଜଣେ ହିନ୍ଦୁଙ୍କ ପକ୍ଷରେ ନିହାତି  ଆବଶ୍ୟକ।


ଭାରତ ସଂସ୍କୃତି ତଥା ହିନ୍ଦୁ ଶାସ୍ତ୍ର ସହିତ ଜଡ଼ିତ କିଛି ସାଧାରଣ କଥା ଯାହା ସମସ୍ତଙ୍କ ଗୋଚରରେ ରହିବା ଆବଶ୍ୟକ ।


ଦୁଇ (୨) ପକ୍ଷ :-

୧.କୃଷ୍ଣ ପକ୍ଷ, ୨.ଶୁକ୍ଳ ପକ୍ଷ ।


ତିନି (୩) ଋଣ :-

୧.ଦେବ ଋଣ, ୨.ପିତୃ ଋଣ, ୩.ଋଷି ଋଣ ।


ଚାରି (୪) ଯୁଗ :-

୧.ସତ୍ୟ ଯୁଗ, ୨.ତ୍ରେତୟା ଯୁଗ, ୩.ଦ୍ୱାପର ଯୁଗ, ୪.କଳି ଯୁଗ ।


ଚାରି (୪) ଧାମ :-

୧.ଦ୍ଵାରିକା, ୨.ବଦ୍ରିନାଥ, ୩.ଜଗନ୍ନାଥ, ୪.ରାମେଶ୍ୱମ ।


ଚାରି (୪) ପୀଠ :-

୧.ଶାରଦା ପୀଠ (ଦ୍ଵାରିକା, ଗୁଜୁରାଟ), ୨.ଜ୍ୟୋତିଷ ପୀଠ (ଯୋଶୀମଠ, ବଦ୍ରିଧାମ, ଉତ୍ତରାଖଣ୍ଡ ), ୩.ଗୋବର୍ଦ୍ଧନ ପୀଠ (ଜଗନ୍ନାଥ, ପୁରୀ, ଓଡ଼ିଶା), ୪.ଶୃଙ୍ଗେରୀ ଶାରଦା ପୀଠ (ଶୃଙ୍ଗେରୀ, କର୍ଣ୍ଣାଟକ) ।


ଚାରି (୪) ବେଦ :-

୧.ରୁକବେଦ, ୨.ଅଥର୍ବେଦ, ୩.ଯଦୁର୍ବେଦ, ୪.ସାମ ବେଦ ।


ଚାରି (୪) ଆଶ୍ରମ :-

୧.ବ୍ରହ୍ମଚର୍ଯ୍ୟ, ୨.ଗୃହସ୍ଥ, ୩.ବାନପ୍ରସ୍ଥ, ୪.ସନ୍ୟାସ ।


ଚାରି (୪) ଅନ୍ତ :-

୧.ମନ, ୨.ବୁଦ୍ଧି, ୩.ଚିତ୍ତ, ୪.ଅହଙ୍କାର ।


ପଞ୍ଚ ଅମୃତ :-

୧.ଗାଈ ଘିଅ, ୨.ଗାଈ ଦୁଗ୍ଧ, ୩.ଦହି, ୪.ଗୋମୂତ୍ର, ୫.ଗୋବର ।


ପଞ୍ଚ (୫) ଦେଵତା :-

୧.ଗଣେଶ, ୨.ବିଷ୍ଣୁ, ୩.ଶିଵ, ୪.ଦେବୀ, ୫.ସୂର୍ଯ୍ୟ ।


ପଞ୍ଚ (୫) ତତ୍ତ୍ୱ :-

୧.ପୃଥିବୀ, ୨.ଜଳ, ୩.ଅଗ୍ନି, ୪.ବାୟୁ, ୫.ଆକାଶ ।


ଛଅ (୬) ଦର୍ଶନ :- ୧.ବୈଶେଷିକ, ୨.ନ୍ୟାୟ, ୩.ସାଂକ୍ଷ, ୪.ଯୋଗ, ୫.ପୂର୍ବ ମିମାଂସା, ୬.ଦକ୍ଷିଣ ମିମାଂସା ।


ସପ୍ତ (୭) ଋଷି :-

୧.ବିଶ୍ଵାମିତ୍ର, ୨.ଜମଦଗ୍ନି, ୩.ଭରଦ୍ୱାଜ, ୪.ଗୌତମ, ୫.ଅତ୍ରି, ୬.ବଶିଷ୍ଠ, ୭.କଶ୍ୟପ ।


ସପ୍ତ (୭) ପୁର :-

୧.ଅଯୋଧ୍ୟା ପୁର, ୨.ମଥୁରା ପୁର, ୩.ମାୟା ପୁର (ହରିଦ୍ୱାର), ୪.କାଶୀ, ୫.କାଞ୍ଚି (ଶିନ କାଞ୍ଚି-ବିଷ୍ଣୁ କାଞ୍ଚି), ୬.ଅବନ୍ତିକା, ୭.ଦ୍ଵାରିକା ପୁର ।


ଅଷ୍ଟ (୮) ଯୋଗ :-

୧.ଯମ, ୨.ନିୟମ, ୩.ଆସନ, ୪.ପ୍ରାଣାୟାମ, ୫.ପ୍ରତ୍ୟାହାର, ୬.ଧାରଣା, ୭.ଧ୍ୟାନ ୮.ସମୀଧ ।


ଅଷ୍ଟ (୮) ଲକ୍ଷ୍ମୀ :-

୧.ଆଗ୍ଧ, ୨.ବିଧା, ୩.ସୌଭାଗ୍ୟ, ୪.ଅମୃତ, ୫.କାମ, ୬.ସତ୍ୟ, ୭.ଭୋଗ, ୮.ଲକ୍ଷ୍ମୀ ।


ନବ (୯) ଦୁର୍ଗା :-

୧.ଶୈଳି ପୁତ୍ରୀ, ୨.ବ୍ରହ୍ମଚାରିଣୀ, ୩.ଚନ୍ଦ୍ରଘଣ୍ଟା, ୪.କୁଷ୍ମାଣ୍ଡ, ୫.ସ୍କାଦମାତା, ୬.କାନ୍ୟାୟିନୀ, ୭.କାଳରାତ୍ରୀ, ୮.ମହାଗୌରୀ, ୯.ସିଦ୍ଧିଦାତ୍ରୀ ।


ଦଶ (୧୦) ଦିଗ :-

୧.ପୂର୍ବ, ୨.ପଶ୍ଚିମ, ୩.ଉତ୍ତର, ୪.ଦକ୍ଷିଣ, ୫.ଐଶ୍ୱନ, ୬.ନୈରୁତ, ୭.ବାୟୁ, ୮.ଅଗ୍ନି, ୯.ଆକାଶ, ୧୦.ପାତାଳ ।


ଏଗାର (୧୧) ଅବତାର :-

୧.ମତ୍ସ, ୨.କଛପ, ୩.ବରାହ, ୪.ନୃସିଂହ, ୫.ବାମନ, ୬.ପର୍ଶୁରାମ, ୭.ଶ୍ରୀରାମ, ୮.କୃଷ୍ଣ, ୯.ବଳରାମ, ୧୦.ବୁଦ୍ଧ, ୧୧.କଳ୍କୀ ।


ବାର (୧୨) ମାସ :-

୧.ଚୈତ୍ର, ୨.ବୈଶାଖ, ୩.ଜ୍ୟେଷ୍ଠ, ୪.ଆଷାଢ଼, ୫.ଶ୍ରାବଣ, ୬.ଭାଦ୍ରବ, ୭.ଆଶ୍ୱିନୀ, ୮.କାର୍ତ୍ତିକ, ୯.ମାର୍ଗଶୀର, ୧୦.ପୌଷ, ୧୧.ମାଘ, ୧୨.ଫାଲଗୁନ ।


ବାର (୧୨) ରାଶି :-

୧.ମେଷ, ୨.ବୃଷ, ୩.ମିଥୁନ, ୪.କର୍କଟ, ୫.ସିଂହ, ୬.କନ୍ୟା, ୭.ତୁଳା, ୮.ବୃଶ୍ଚିକ, ୯.ଧନୁ, ୧୦.ମକର, ୧୧.କୁମ୍ଭ, ୧୨.ମୀନ ।


ବାର (୧୨) ଜ୍ୟୋତ୍ରିଲିଙ୍ଗ :-

୧.ସୋମନାଥ, ୨.ମଲିକାର୍ଜୁନ, ୩.ମହାକାଳ, ୪.ଓମକାଶ୍ୱର, ୫.ବୈଦନାଥ, ୬.ରାମେଶ୍ବରମ, ୭.ବିଶ୍ୱନାଥ, ୮.ତ୍ରୈମ୍ବେକେଶ୍ୱର, ୯.କେଦାରନାଥ, ୧୦.ଘୁଷୁନେଶ୍ୱର, ୧୧.ଭିମାଶଙ୍କର, ୧୨.ନଗେଶ୍ୱର ।


ପନ୍ଦର (୧୫) ତିଥି :-

୧.ପ୍ରତିପଦା, ୨.ଦ୍ଵିତୀୟା, ୩.ତୃତୀୟା, ୪.ଚତୁର୍ଥୀ, ୫.ପଞ୍ଚମୀ, ୬.ଷଷ୍ଠୀ, ୭.ସପ୍ତମୀ, ୮.ଅଷ୍ଟମୀ, ୯.ନବମୀ, ୧୦.ଦଶମୀ, ୧୧.ଏକାଦଶୀ, ୧୨.ଦ୍ଵାଦଶୀ, ୧୩.ତ୍ରୟୋଦଶୀ, ୧୪.ଚତୁର୍ଦ୍ଦଶୀ, ୧୫.ପୂର୍ଣ୍ଣିମା/ଅମାବାସ୍ୟା ।


ଉଣେଇଶି (୧୯) ସ୍ମୃତି :-

୧.ମନୁ, ୨.ବିଷ୍ଣୁ, ୩.ଅତ୍ରି, ୪.ହାରିତ, ୫.ଯଜ୍ଞବଲକ୍ୟ, ୬.ଉଶନା, ୭.ଅଙ୍ଗିରା, ୮.ଯମ, ୯.ଆପସ୍ତମ୍ବ, ୧୦.ସର୍ବତ, ୧୧.କନ୍ୟାୟନ, ୧୨.ବ୍ରହଷ୍ପତି, ୧୩.ପରାଶର, ୧୪.ବ୍ୟାସ, ୧୫.ସାଂଖ୍ୟ, ୧୬.ଲିକ୍ଷିତ, ୧୭.ଦକ୍ଷ, ୧୮.ଶତାତପ, ୧୯.ବଶିଷ୍ଠ ।


ଦୁନିଆର ଶ୍ରେଷ୍ଠ ବ୍ରାହ୍ମଣ

୧.ସବୁଠୁ ବଡ ଯୋଦ୍ଧା-ଭଗବାନ ପର୍ଶୁରାମ, 

୨.ସବୁଠୁ ବଡ ପଣ୍ଡିତ-ଲଙ୍କାପତି, ରାବଣ, 

୩.ସବୁଠୁ ବଡ ଇତିହାସକାର-ମହର୍ଷି ବେଦବ୍ୟାସ,

୪.ସବୁଠୁ ବଡ଼ ରଜନୀତିଜ୍ଞ-ବିଷ୍ଣୁଗୁପ୍ତ ଚାଣକ୍ୟ,

୫.ସବୁଠୁ ବଡ଼ ପରୀକ୍ଷକ-ମହର୍ଷି ଭୃଗୁ,

୬.ସବୁଠୁ ବଡ଼ ଦାନୀ-ମହର୍ଷି ଦଧିଚୀ,

୭.ସବୁଠୁ ବଡ କ୍ରୋଧି-ଦୁର୍ବାସା ମୁନି,

୮.ସବୁଠୁ ବଡ ଶାନ୍ତ-ମହର୍ଷି ବଶିଷ୍ଠ,

୯.ସବୁଠୁ ବଡ ଗଣିତଜ୍ଞ-ଶ୍ରୀମାନ ଆର୍ଯ୍ୟଭଟ୍ଟ,

୧୦.ସବୁଠୁ ବଡ଼ ଗରିବ-ବନ୍ଧୁ ସୁଦାମା,


ସମସ୍ତ ହିନ୍ଦୁ ସଂସ୍କାରୀଙ୍କୁ ଅନୁରୋଧ ଏହି ସଂସ୍କୃତି ନିଜ ପରିବାରର ଆଗାମୀ ପିଢିଙ୍କୁ ଶିକ୍ଷା ଦେବା ସହିତ ଅନ୍ୟ ମାନଙ୍କୁ ଏହି ଜ୍ଞାନକୁ ଅଗ୍ରସର କରାଇବେ ।


------------------------------------------------------------

The Institute of World Demographics Research ने भारत का  धार्मिक जनगणना का डाटा   1948 से 2017 तक  निकाला है और 2041 तक जनसंख्या का अनुमान बताया है


Year- 1948

Hindu : 88.2 %

Muslim: 6 %


Year- 1951

Hindu: 84.1 %

Muslim: 9.8 %


Year- 2011(Estimated )

Hindu: 79.8 %

Muslim: 15.0%


Year- 2011 (Official)

Hindu: 73.2 %

Muslim: 22.6 %


Year- 2017 (Actual)

Hindu: 68.6 %

Muslim: 27.2 %


Year- 2021(Estimated)

Hindu: 65.7 %

Muslim: 32.8 %


Year- 2031 (अनुमान)

Hindu: 60.4 %

Muslim: 38.1 %


भारत का पहला मुस्लिम प्रधान मंत्री 2030 General Elections में बनेगा ।


Year- 2037 (अनुमान)

Hindu: 55.0 %

Muslim: 43.6 %


Year- 2040 (अनुमान)

Hindu: 30.5%

Muslim: 66.9%


Ghazwa-e-Hind mission of Muslims completed.


Year- 2041 (अनुमान)

Hindu: 11.2 %

Muslims: 84.5 %

------------------------------------------------------------------------------------------------------------------------[4:41 PM, 4/4/2021] v Sumanta Kumar Panda: ଭୂମି ସୁପୋଷଣ ଏବଂ ସଂରକ୍ଷଣ ଉଦ୍ଦେଶ୍ୟରେ ଜାତୀୟ ଜନ ଅଭିଯାନ


ମାର୍ଗଦର୍ଶକ ପୁସ୍ତିକା


ପ୍ରକାଶକ

ଅକ୍ଷୟ କୃଷି ପରିବାର


ଏହି ପୁସ୍ତିକା କେବଳ ଅଭିଯାନ କର୍ମକର୍ତ୍ତାଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । 

ବିଷୟ ସମ୍ପର୍କିତ ଟେକ୍‌ନିକ୍‌ ତଥା ଅଭିଯାନ ସମ୍ପର୍କିତ ଅନ୍ୟ ସୂଚନା ପାଇଁ ଯୋଗାଯୋଗ କରନ୍ତୁ:

9822893164, 9319401131

---

ଭୂମି ସୁପୋଷଣ ଏବଂ ସଂରକ୍ଷଣ ଉଦ୍ଦେଶ୍ୟରେ ଜାତୀୟ ଜନ ଅଭିଯାନ


ମାର୍ଗଦର୍ଶକ ପୁସ୍ତିକା

-------------------------

ବର୍ତ୍ତମାନ ଆମ ଦେଶରେ ଭୂମିର ସ୍ଥିତି ଖୁବ୍‌ ଚିନ୍ତାଜନକ । ଭାରତ ସରକାରଙ୍କର ଏକ ସର୍ବେକ୍ଷଣ ଅନୁସାରେ ଆମର ମୋଟ ଭୌଗଳିକ କ୍ଷେତ୍ରର ୩୦ ପ୍ରତିଶତ ଭୂମି ଅନୁନ୍ନତ । ଅତି ଶୀଘ୍ର ଆମକୁ ଭୂମି ସୁପୋଷଣ ଏବଂ ସଂରକ୍ଷଣ ସଂକଳ୍ପକୁ ସବୁଠି କାର୍ଯ୍ୟରେ ପରିଣତ କରିବାକୁ ହେବ । ଚଳିତ ବର୍ଷର ଚୈତ୍ର  ଶୁକ୍ଳ ପ୍ରତିପଦ ତିଥିରେ ଭୂମି ସୁପୋଷଣ ଓ ସଂରକ୍ଷଣ ଉଦ୍ଦେଶ୍ୟରେ ଜାତୀୟ ଜନ ଅଭିଯାନ ଆରମ୍ଭ ହେବ । ଦେଶର ସମସ୍ତ ରାଜ୍ୟ, ଜିଲ୍ଲା, ଗାଁରେ ଏହି ଅଭିଯାନର ଆରମ୍ଭ ଭୂମି ପୂଜନ ସହ କରାଯିବ । 


ଏହି ପୁସ୍ତିକାରେ ଭୂମି ପୂଜନର ପ୍ରକ୍ରିୟା ବାବଦରେ ଉଲ୍ଲେଖ କରାଯାଇଛି । ଏହି ସରଳ ଓ ସୁଲଭ ପ୍ରକ୍ରିୟା ସବୁଠାରେ (ଗ୍ରାମୀଣ ଓ ସହର ଉଭୟରେ) କରାଯାଇପାରେ । 


ଏହି ଜନ ଅଭିଯାନ, ଭାରତୀୟ କୃଷି ଚିନ୍ତନ ଏବଂ ଭୂମି ସୁପୋଷଣ ସଂକଳ୍ପ ଉଭୟକୁ ସମ୍ମାନପୂର୍ବକ ପୁନଃସ୍ଥାପିତ କରିବା ଦିଗରେ ଦୃଢ଼ତାର ସହ ଉଠାଯାଇଥିବା ପ୍ରଥମ ପଦକ୍ଷେପ । 


----

ଅନୁକ୍ରମଣିକା


ପ୍ରସ୍ତାବନା


ସାମୁହିକ ଗାୟନ ଯୋଗ୍ୟ ଗୀତ


ଭୂମି ପୂଜନ ଉତ୍ସବ


ସଂକଳ୍ପ


ଉଦ୍‌ବୋଧନ


ଅନୁକରଣୀୟ କୃଷି କାର୍ଯ୍ୟ


ନଗର ବିଭାଗରେ ଅନୁକରଣୀୟ କାର୍ଯ୍ୟ


(ଏହି ପୁସ୍ତିକା ଭୂମି ସୁପୋଷଣ ଏବଂ ସଂରକ୍ଷଣ ଉଦ୍ଦେଶ୍ୟରେ ଜାତୀୟ ଜନ ଅଭିଯାନର କାର୍ଯ୍ୟକର୍ତ୍ତାଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ।)

----------------

ଭୂମି ପୂଜନ ଉତ୍ସବ


ପୂର୍ବ ପ୍ରସ୍ତୁତି


ଗାଁରେ ଭୂମି ପୂଜନ ଉତ୍ସବର ସ୍ଥାନ ନିଶ୍ଚିତ କରିବା - ଶୁଭ ସ୍ଥାନ ଯେମିତିକି ଦେବାଳୟ, ସାମୁହିକ କେନ୍ଦ୍ର ଆଦି ଯେଉଁଠିକୁ ସମସ୍ତେ ଆସିପାରିବେ ।


ଉତ୍ସବ ସ୍ଥାନର ସଫେଇ ସମସ୍ତେ ମିଶି କରିବେ ।


ଉତ୍ସବର ଗୋଟିଏ ଦିନ ପୂର୍ବରୁ ସବୁ କୃଷକ ବନ୍ଧୁ ନିଜ ନିଜ ଜମିରୁ ଗୋଟିଏ ମୁଠା ମାଟି ଘରକୁ ଆଣିବେ ।

----



୫. ଭୂମିର ଅବକ୍ଷୟ ରୋକିବାକୁ ଏବଂ ମାଟିର କ୍ଷୟ ରୋକିବାକୁ ବୃକ୍ଷରୋପଣ ଅତ୍ୟାବଶ୍ୟକ । ଏଥିପାଇଁ, ଯେଉଁଠାରେ ବି ସମ୍ଭବ, ସେଠାରେ ବୃକ୍ଷରୋପଣ କରାଯାଉ । 


୬. ଅଣରାସାୟନିକ ଅର୍ଥାତ୍‌ ଜୈବିକ କୃଷି ଉତ୍ପାଦର(ଶସ୍ୟ, ପନିପରିବା, ଫଳ ଇତ୍ୟାଦି) ବ୍ୟବହାର କରନ୍ତୁ । ଆଉ ଏହାଦ୍ବାରା ଭୂମି ସୁପୋଷଣକୁ ପ୍ରୋତ୍ସାହିତ କରନ୍ତୁ ।

---

ନଗର ବିଭାଗରେ ଅନୁକରଣୀୟ କାର୍ଯ୍ୟ


୧. ଜୈବିକ ଓ ଅଜୈବିକ ଆବର୍ଜନାର ସୁବ୍ୟବହାର


ଜୈବିକ ଆବର୍ଜନାର ଉଦାହରଣ - ରୋଷେଇରୁ ବାହାରୁଥିବା ଆବର୍ଜନା ଯେମିତିକି ପରିବା ଚୋପା, ବଗିଚାର ପତ୍ର ଇତ୍ୟାଦି, ହୋଟେଲ୍‌ ରୋଷେଇର ବଳକା ପଦାର୍ଥ ।


ଜୈବିକ ଆବର୍ଜନା ଟିକିଏ ସାବଧାନତା ଅବଲମ୍ବନ କରିବା ଦ୍ବାରା ଓ ସଠିକ୍‌ ପ୍ରକ୍ରିୟା ଅବଲମ୍ବନ କରିବା ଦ୍ବାରା ନିର୍ଦ୍ଦିଷ୍ଟ ସମୟରେ ବିଘଟିତ ହୋଇଯାଏ । ଆଉ ପୁନଃ ଭୂମିର ସୁପୋଷଣ ଉଦ୍ଦେଶ୍ୟରେ କାମରେ ଲଗାଯାଇପାରେ ।


ଅଜୈବିକ ଆବର୍ଜନାର ଉଦାହରଣ-ପ୍ଲାଷ୍ଟିକ୍‌, ଥର୍ମୋକୁଲ୍‌, ସିମେଣ୍ଟ ନିର୍ମିତ ସାମଗ୍ରୀ ଯାହା ବିଘଟିତ ହେବାର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନ ଥାଏ । ଏହା ବିଘଟିତ ହୋଇ ପୁନଃ ମାଟିରେ ମିଶିବା ପାଇଁ ଦଶନ୍ଧି, ଶହ ଶହ ବର୍ଷ ସମୟ ନେଇପାରେ । 


ଜୈବିକ ଓ ଅଜୈବିକ ଆବର୍ଜନା ଯେଉଁଠାରୁ ସୃଷ୍ଟି ହେଉଛି, ସେହିଠାରେ ହିଁ ଅଲଗା କରନ୍ତୁ, ଏହା ସବୁଠାରୁ ପ୍ରଭାବଶାଳୀ ପଦ୍ଧତି । 


ଜୈବିକ ଆବର୍ଜନାରୁ କମ୍ପୋଷ୍ଟ ଖତ ତିଆରି କରାଯାଇପାରେ । ଯେଉଁଠାରୁ ଆବର୍ଜନା ସୃଷ୍ଟି ହେଉଛି ସେହିଠାରେ ତା’ର ପୁନଃ ବ୍ୟବହାର ପାଇଁ ଚକ୍ରିୟ ପ୍ରଣାଳୀର ନିର୍ମାଣ କରିବା ସମୟୋଚିତ ହେବ । 


ଅଜୈବିକ ଆବର୍ଜନାକୁ ପୁନଃଉପଯୋଗ କରିବା ପାଇଁ ଉପଯୁକ୍ତ ସଂସ୍ଥାକୁ ଦିଆଯିବା ଉଚିତ । ଅଜୈବିକ ଆବର୍ଜନାକୁ ଏଣେତେଣେ ଫିଙ୍ଗିବା ମାଟି ପାଇଁ କ୍ଷତିକାରକ । 


----

ଅନୁକରଣୀୟ କୃଷି କାର୍ଯ୍ୟ


୧. ଭୂମିକୁ ବିଶ୍ରାମ ଦେବା


ପ୍ରତି ବର୍ଷ ୧ ମାସ ପାଇଁ ଭୂମିକୁ ବିଶ୍ରାମ ଦିଅନ୍ତୁ, ସେହି ସମୟରେ ଜମିକୁ ଫସଲର ଅବଶେଷରେ ଢାଙ୍କି ରଖାଯାଉ ।


୨. ବର୍ଷାର ଅନୁମାନ ବୁଝିବା


ନିଜ ନିଜ ଅଞ୍ଚଳର ପାରମ୍ପରିକ ଜ୍ଞାନ ଉପରେ ଆଧାରିତ ଯେମିତିକି ପଶୁ, ପକ୍ଷୀ, କୀଟପତଙ୍ଗଙ୍କ ଗତିବିଧି ଆଦି ତଥା ଆଧୁନିକ ପାଣିପାଗ ବିଜ୍ଞାନର ଅନୁଭୂତି ଆଧାରରେ ଚଳିତ ବର୍ଷର ବର୍ଷା ଅନୁମାନ ବୁଝିବା ତଥା ତା’ ଅନୁସାରେ କୃଷି କାର୍ଯ୍ୟର ଯୋଜନା ପ୍ରସ୍ତୁତ କରିବା । ମୁଖ୍ୟତଃ ପ୍ରବଳ ବର୍ଷାର ସମୟ ଓ ବର୍ଷା ଖଣ୍ଡର ସମ୍ଭାବ୍ୟ ସମୟ ବୁଝିବା ନିହାତି ଆବଶ୍ୟକ । (ଏଥିପାଇଁ ନିଜ ନିଜ ଜିଲ୍ଲାର କୃଷି ଅଧିକାରୀ ତଥା କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରିପାରିବେ)


୩. ମାଟିର ଉପର ସ୍ତର ବା ଜଳ ସଂରକ୍ଷଣର ଉପଯୁକ୍ତ ଉପାୟ ଗୁଡ଼ିକୁ ପ୍ରୋତ୍ସାହନ


ବର୍ଷାର ପ୍ରତି ବୁନ୍ଦା ଜମିରେ ଯେଉଁଠାରେ ପଡ଼େ, ସେହିଠାରେ ଶୋଷି ହୋଇଯିବ ଏବଂ ମାଟି ଉପରେ ବୋହିଯିବା ବଦଳରେ ତଳ ଆଡ଼କୁ ଚାଲିଯାଉ ଏବଂ ଭୂତଳ ଜଳରେ ଯାଇ ମିଶିଯାଉ । 


ଲକ୍ଷ୍ୟ ଏମିତି ହେବା ଉଚିତ ଯେ ଅଧିକାଂଶ ଜମିର ପାଣି ଜମିରେ ଆଉ ଗାଁର ପାଣି ଗାଁରେ ରହୁ । 


କଣ୍ଟୁର(ମେଡ-ବନ୍ଧାଣ) ପଦ୍ଧତିରେ ଫସଲ ଲଗାଇବା, ଭୂମିକୁ ବନସ୍ପତିକ ଉପଚାର ମାଧ୍ୟମରେ ଆଚ୍ଛାଦିତ କରାଯାଉ ।


ନିଜ ଜମିରେ ଗଡ଼ାଣକୁ ନଜରରେ ରଖି ପାଣିକୁ ରୋକିବା ପାଇଁ ଉପଯୁକ୍ତ ସ୍ଥାନ ପ୍ରସ୍ତୁତ କରାଯାଉ ।


ହିଡ଼ରେ ବଡ଼ ଗଛ ଓ ଘାସ ଲଗାନ୍ତୁ ।


୪. ଭୂମି ଓ ଫସଲର ଆବଶ୍ୟକତା ପୂରଣ


ସବୁଜ ଖତର ଅଂଶ ଜମିରେ ସବୁଜ ଜୀବାଂଶ ମିଶାଇବା । ଏହା ଯେ କୌଣସି ଫସଲ ଯାହା ଶୀଘ୍ର ବଢ଼େ ବା ଢେଞ୍ଚା, ସନଇ, ଗ୍ବାର ଆଦି ଲଗାଇ ପୁଣି ଜମିରେ ମିଶାଇ ଦେବା । 


ନିଜ ନିଜ ପରିସରରେ ଉପଲବ୍ଧ ପ୍ରଶିକ୍ଷଣ ଦ୍ବାରା ଗୋବର ଖତ, କମ୍ପୋଷ୍ଟ ଖତ, ଜିଆ ଖତ ଆଦି ନିଜର ହିଁ ଘରେ ପ୍ରସ୍ତୁତ କରି ଜମି ତଥା ଫସଲ ସୁପୋଷଣ ଉଦ୍ଦେଶ୍ୟରେ ଜମିରେ ପକାଇବା । 


ନିଜ ନିଜ ଅଞ୍ଚଳକୁ ନଜରରେ ରଖି ନିଜ ଜମିରେ ଠିକ୍‌ ଫସଲ ଚକ୍ର ଅନୁସରଣ କରିବା । ଗୋଟିଏ ସ୍ଥାନରେ ଗୋଟିଏ ଫସଲ ଅନୁସରଣ କରିବା ଫଳରେ ରୋଗ ଓ ପୋକ ବଢ଼ନ୍ତି । ଉଦାହରଣ - ହରଡ଼ କ୍ଷେତରେ ପରବର୍ଷ ପୁଣି ଥରେ ହରଡ଼ ଲଗାଇବା ଉଚିତ ନୁହେଁ ।


ଜମିରେ ଘାସ ନିୟନ୍ତ୍ରଣ ପାଇଁ ବଡ଼ ଯନ୍ତ୍ର ବା ବିଷର ପ୍ରୟୋଗ କରିବା ଉଚିତ ନୁହେଁ । ଘାସ ନଷ୍ଟ କରିବାକୁ ଡୋରା, ହାତରେ ଖୋଳିବା, ଛୋଟ ହସ୍ତ ଚାଳିତ ବା ପଶୁଚାଳିତ ଯନ୍ତ୍ରର ବ୍ୟବହାର କରିବା ଉଚିତ । 


ହାଇବ୍ରିଡ ବଦଳରେ ଦେଶୀ, ଚୟନ ହୋଇଥିବା ତଥା ଉନ୍ନତ ମଞ୍ଜିର ବ୍ୟବହାର କରନ୍ତୁ ।


ଯଅ, ବାଜରା, ମକା, ତୈଳବୀଜ, ଫଳ ଆଦି ଲଗାନ୍ତୁ । 


୫. ରୋଗ ପୋକ ନିୟନ୍ତ୍ରଣ


ମିଶ୍ରିତ ଫସଲ, ବହୁ ଫସଲ ପଦ୍ଧତି ଏବଂ ଅନ୍ତବର୍ତ୍ତୀ ପଦ୍ଧତିର ଅନୁସରଣ କରନ୍ତୁ । ଏହାଦ୍ବାରା ହାନିକାରକ ପୋକଙ୍କର ପ୍ରକୋପ କମ୍‌ ହୁଏ ।


ଜୈବ ନିୟନ୍ତ୍ରକ ଯେମିତିକି - ଗୋମୁତ୍ର, ଲିମ୍ବ ପତ୍ର, କାଢ଼ା, ପଞ୍ଚବର୍ଣ୍ଣୀ ଅର୍କ, ଦଶପର୍ଣ୍ଣୀ ଅର୍କ ଆଦିର ବିଧିବଦ୍ଧ ବ୍ୟବହାର କରନ୍ତୁ । ଜୈବ କୀଟ ନିୟନ୍ତ୍ରକ ଘରେ ହିଁ ତିଆରି କରିବାର ବିଧି ବୁଝନ୍ତୁ ।


୬. କୃଷି ଯାନ୍ତ୍ରିକୀକରଣ


ନିଜ ଅଞ୍ଚଳ ଓ କୃଷି ପଦ୍ଧତି ଅନୁସାରେ ମଣିଷ ଓ ପଶୁ ଚାଳିତ ଛୋଟ ଯନ୍ତ୍ରର ବ୍ୟବହାର କରନ୍ତୁ ।

----


୭. ଶ୍ରମ ସାଧନା - 


ଶ୍ରମିକଙ୍କ ସହ ମିଶି କାମ କରିବା, ସେମାନଙ୍କୁ ପ୍ରଶିକ୍ଷଣ ଦେବା ଓ ମନୋବଳ ବଢ଼ାଇବା । 


ପରିବାର ଲୋକଙ୍କୁ ସମସ୍ତ କୃଷି କାର୍ଯ୍ୟରେ ସହଯୋଗ କରିବା ।


୮ . ପ୍ରଶିକ୍ଷଣ 


ନିଜ ପରିସରରେ ପ୍ରୟୋଗ କରୁଥିବା ସଫଳ କୃଷକଙ୍କଠାରୁ ପ୍ରଶିକ୍ଷଣ ନେବା ଉଚିତ । 


ନିଜ ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରି ପ୍ରଶିକ୍ଷଣ ନେବା । 


କ୍ଷୁଦ୍ର ଓ ମଧ୍ୟମ ଚାଷୀ କୌଣସି ନୂଆ ପ୍ରୟୋଗ କରିବା ପୂର୍ବରୁ ଛୋଟ ଜମିରେ ପ୍ରୟୋଗ କରି ଅନୁଭୂତି ନେଇ ଆଗକୁ ବଢ଼ିବା ଉଚିତ । 


------------------------

ସଂକଳ୍ପ

-----

(ସୂଚନା:ଦୟାକରି ଏହି ସଂକଳ୍ପ ଜଣେ ବ୍ୟକ୍ତି ଉଚ୍ଚ ସ୍ବରରେ ପଢ଼ନ୍ତୁ । ପରେ ଏହି ବ୍ୟକ୍ତି ପଢ଼ିଥିବା ସଂକଳ୍ପ ଅନ୍ୟ ଉପସ୍ଥିତ ବ୍ୟକ୍ତି ଉଚ୍ଚ ସ୍ବରରେ ଉଚ୍ଚାରଣ କରନ୍ତୁ)


ଭାରତ ମୋର ଦେଶ  ।


ମୋ ଦେଶରେ ମୋର ସ୍ଥାନ - ଗ୍ରାମ ବା ସହର - ଯେଉଁଠି ବି ହୋଇଥାଉ, ଭାରତୀୟ ସଂସ୍କୃତିରେ ସମୃଦ୍ଧ, ଭୂମି ପ୍ରତି ମାତୃଭାବକୁ ଧାରଣ କରିବା ପାଇଁ ମୁ ସର୍ବଦା ପ୍ରତିବଦ୍ଧ । 


ଧରଣୀ ମାତା ପ୍ରତି ମୋର ଆଦରାତ୍ମକ ଭାବନା ମୋର କର୍ମ ଓ କର୍ତ୍ତବ୍ୟ ପାଳନରୁ ପ୍ରମାଣିତ ହେବ । 


ଭୂମି ସୁପୋଷଣ ପ୍ରତି ମୋର ଆଜୀବନ ଯୋଗଦାନ ଏହି ପ୍ରକାରର ହେବ :


ମାଟିର କ୍ଷୟ ରୋକିବା;


ମାଟି ସଂରକ୍ଷଣର ଉପାୟ କାର୍ଯ୍ୟକାରୀ କରିବା;


ରାସାୟନିକ ସାର ଓ ରାସାୟନିକ କୀଟନାଶକର ବ୍ୟବହାର ନ କରିବା;


କୃଷି ଜଳସେଚନରେ ପାଣିର ଅପବ୍ୟୟ ରୋକିବା ଏବଂ


ହିଡ଼ରେ ଗଛ ଲଗାଇବା ।


ଏହି କର୍ତ୍ତବ୍ୟ ସହ ଭୂମି ସୁପୋଷଣର ଅନ୍ୟ ବିକଳ୍ପ ଯେମିତିକି, ମାଟି ପାଇଁ ହାନିକାରକ ପଦାର୍ଥ, ଉଦାହରଣ-ପ୍ଲାଷ୍ଟିକ, ଥର୍ମୋକୁଲ୍‌ ଇତ୍ୟାଦିର ସର୍ବନିମ୍ନ ବ୍ୟବହାର କରିବା; ମାଟି ପାଇଁ ହାନିକାରକ ପଦାର୍ଥର ବିନିଯୋଗ ସୁଯୋଗ୍ୟ ପଦ୍ଧତିରେ କରିବା; କାଗଜ ଓ ଅନ୍ୟ ବସ୍ତୁ ଯାହା ପ୍ରସ୍ତୁତ କରିବାକୁ ଗଛ କାଟିବାକୁ ହୁଏ, ସେ ସବୁକୁ ଅତ୍ୟାବଶ୍ୟକ ହେଲେ ହିଁ ବ୍ୟବହାର କରିବା । ଏହି ବସ୍ତୁର ପୁନଃବ୍ୟବହାର ପ୍ରତି ସଚେତନ ରହିବା;ଏବଂ ବୃକ୍ଷରୋପଣ ଗତିବିଧିରେ ପ୍ରତ୍ୟକ୍ଷ ଭାବେ ସହଭାଗୀ ହେବା । 


ଏହି ସବୁ ବିକଳ୍ପର ମୁଁ ନିଷ୍ଠାର ସହ ପାଳନ କରିବି ।


ଏଥିରେ ମୋ ଦେଶର ଓ ମାଟି ମାଆର ହିତ ରହିଛି । 


ଜୟ ହିନ୍ଦ ।

-------------------

ଉତ୍ସବ ବିଧି


ଉତ୍ସବ ଦିନ ସବୁ ଚାଷୀ ନିଜ ଜମିରୁ ଆଣିଥିବା ମାଟିକୁ ନେଇ ସପରିବାର ପୂଜାସ୍ଥାନକୁ ଆସିବେ ।


ପୂଜାସ୍ଥାନରେ ଏକ ସ୍ବଚ୍ଛ ବସ୍ତ୍ର ବିଛାଇ ତା’ ଉପରେ ସମସ୍ତେ ଆଣିଥିବା ମାଟି ରଖିବେ । 


ମାଟି ଗଦା ଉପରେ କଳସ ରଖି, ସେଥିରେ ପାଣି ଭରିବା । କଳସକୁ ଗଛ ପତ୍ରରେ ସଜାଇବା । କଳସ ଉପରେ ନଡ଼ିଆ ରଖିବା । ଫୁଲ, ଡାଳରେ ପୂଜାସ୍ଥାନକୁ ସଜାଇବା ।


ବାଛୁରୀ ସହ ଗୋଟିଏ ଗାଈକୁ ପୂଜାସ୍ଥାନକୁ ଆଣିବା ।

----

ପୂଜା

---

ଅତି କମ୍‌ରେ ୩ ଜଣ କୃଷକ ପରିବାର ସପତ୍ନୀକ ଆଗରେ ବସିବେ ।


ମାଟି ଓ କଳସକୁ ଚନ୍ଦନ, ଅକ୍ଷତ(ଚାଉଳ), ଫୁଲ ଦେଇ ପୂଜା କରିବେ । 


ଗୋପୂଜା କରିବା ।


ପୂଜାରେ ଆଗରେ ବସିଥିବା କୃଷକ ପରିବାର ବାମ ହାତରେ ଜଳରେ ଭର୍ତ୍ତି ପାତ୍ର ରଖିବେ ଏବଂ ଫୁଲରେ ମାଟି ଓ କଳସରେ ଜଳାଭିଷେକ କରିବେ । ଜଳାଭିଷେକ କରିବା ସମୟରେ ତଳେ ଲେଖାହୋଇଥିବା ମନ୍ତ୍ର ଓ ଅର୍ଥକୁ କେହି ଜଣେ ଉଚ୍ଚ ସ୍ବରରେ ଉଚ୍ଚାରଣ ପଢ଼ିବେ ।


ଧରଣୀ ମାତା କୀ.... ଜୟ ।


ଗୋ ମାତା କୀ ....ଜୟ ।


ଗ୍ରାମ ଦେବତା(ସ୍ଥାନ ଦେବତା)କୀ....ଜୟ ।


ଭାରତ ମାତା କୀ....ଜୟ ।




ପୂଜା ପରେ


ପୂଜା ପରେ ୩ ମିନିଟ ଯାଏଁ ଶଙ୍ଖ ଓ ଘଣ୍ଟା ବଜାଯିବ । 


ସୁଗନ୍ଧପୂର୍ଣ୍ଣ ଧୂପ ଓ ଦୀପରେ ଆଳତି । 


ଫଳ(ପ୍ରସାଦ) ଅର୍ପଣ କରିବା । ପ୍ରସାଦ ପାଇଁ ସମସ୍ତ ସାମଗ୍ରୀ ଜୈବିକ ଭାବେ ପ୍ରସ୍ତୁତ ହୋଇଥିବା ଏମିତି ଉଦ୍ୟମ କରିବେ ।


ନିଜ ଅଞ୍ଚଳରେ ସାମୁହିକ ଭଜନ । 


ପ୍ରସାଦ ବିତରଣ ।


ପରେ ସବୁ ଚାଷୀ ପୂଜା କରାଯାଇଥିବା ମାଟିରୁ କିଛି ମାଟି ସାଙ୍ଗରେ ନେଇ ଯାଇ ନିଜ ନିଜ ଜମିରେ ମିଶାଇବେ ।


----------


ଉଦ୍‌ବୋଧନ

(ସୂଚନା:ଏହି ଉଦ୍‌ବୋଧନ ଜଣେ ବ୍ୟକ୍ତି ଉଚ୍ଚ ସ୍ବରରେ ପଢ଼ିବେ)


ଶହ ଶହ ବର୍ଷ ଧରି ଭାରତ ଏକ ସମୃଦ୍ଧ, ସୁସମ୍ପନ୍ନ ଓ ପରିବେଶପ୍ରେମୀ ରାଷ୍ଟ୍ର ରହିଛି । ଭାରତୀୟ ଦୃଷ୍ଟିକୋଣ ଏକାତ୍ମ ବିଶ୍ବଦୃଷ୍ଟିରେ ବିଶ୍ବାସ ରଖେ । ଭାରତୀୟ ଦୃଷ୍ଟିକୋଣ ଅନୁସାରେ ସମ୍ପୃର୍ଣ୍ଣ ସୃଷ୍ଟି,ପ୍ରକୃତି ଓ ପରିବେଶ ମଧ୍ୟରେ ଅବିଭାଜ୍ୟ ଏବଂ ଅନ୍ୟୋନ୍ୟାଶ୍ରିତ ସମ୍ପର୍କ ଥାଏ । ଆମେ ପ୍ରକୃତି ପ୍ରତି ସହଅସ୍ଥିତ୍ବ, ସାମଞ୍ଜସ୍ୟ ଓ ସୌହାର୍ଦ୍ଦ୍ୟ ସହ ମାତୃତ୍ବଭାବ ଯୁକ୍ତ ସମାନ ଦୃଷ୍ଟି ରଖୁ । ପୃଥିବୀରେ ପାହାଡ଼, ସମତଳ, ମାଟି-ପଥର, ପଶୁ-ପକ୍ଷୀ, ଗଛ-ଲତା ଏବଂ ମଣିଷ ଅଛନ୍ତି । ଏମିତି ସମସ୍ତ ଜୀବିତ ଓ ନିର୍ଜୀବକୁ ମିଶାଇ ଭୂମି କୁହାଯାଏ । 


ଗତ ୧୦୦ ବର୍ଷର ସମୟ ମଧ୍ୟରେ ମାଟି ପ୍ରତି ଦୃଷ୍ଟିକୋଣରେ ଅଭୂତପୂର୍ବ ପରିବର୍ତ୍ତନ ଆସିଛି ।   ସାଧାରଣତଃ ଏମିତି ଧାରଣା ସୃଷ୍ଟି କରାଯାଇଛି ଯେ ଭୂମି ଏକ ଆର୍ଥିକ ସ୍ରୋତ ଯେଉଁଥିରୁ ଅଧିକରୁ ଅଧିକ ଉତ୍ପାଦନ ବାହାର କରିବାକୁ ଅଛି । ପରିଣାମସ୍ବରୂପ ମାଟି ମାଆର ଶୋଷଣ ଆରମ୍ଭ ହେଲା । ଏବେ ଆମର ମାଟି ଚିନ୍ତାଜନକ ସ୍ଥିତିରେ ଅଛି । ସାରା ଦେଶରେ ୯୬.୪୦ ଲକ୍ଷ ହେକ୍ଟର ଜମି ଅନୁନ୍ନତ, ଯାହା ଆମର ମୋଟ ଭୌଗଳିକ କ୍ଷେତ୍ରର ପ୍ରାୟ ୩୦% । ମାଟିର ଉପର ସ୍ତରର କ୍ଷୟର ବାର୍ଷିକ ହାର ହେକ୍ଟର ପିଛା ୧୫.୩୫ ଟନ୍‌ । 


ଏବେ ସମୟ ଆସିଛି ଯେ ଆମେ ଭାରତୀୟ କୃଷି ଚିନ୍ତନକୁ ଏବଂ ଭୂମି ସୁପୋଷଣ ସଂକଳ୍ପକୁ ଯଥା ଉଚିତ ରୂପରେ ପୁନଃ ସ୍ବୀକାର କରିବା । ଆମକୁ ନିର୍ଦ୍ଧାରିତ କରିବାକୁ ହେବ ଯେ ଏବେ ଚାଲୁଥିବା ଭୂମିର ଶୋଷଣ କେବଳ ରୋକିବାକୁ ଅଛି, ବଦଳାଇବାକୁ ନାହିଁ । ଭୂମି ସୁପୋଷଣର ସଂକଳ୍ପରେ କେବଳ ଯେ କୃଷକମାନେ ଯୋଗଦାନ କରିବେ ଏହି ଆଶା ରଖିବା ଅନୁଚିତ । ଭୂମି ସୁପୋଷଣ ଆମ ଦେଶର ସବୁ ନାଗରିକଙ୍କର କର୍ତ୍ତବ୍ୟ ।


----

ମନ୍ତ୍ର ଅର୍ଥ


ମାତା ଭୂମିଃ ପୁତ୍ରୋ ଅହଂ ପୃଥୀବ୍ୟାଃ । ଭୂମି ମୋର ମାତା ଓ ମୁଁ ତା’ର ପୁଅ ।




ଗନ୍ଧଦ୍ବାରା ଦୁରାଧର୍ଷା ନିତ୍ୟପୃଷ୍ଟା କରିଷିଣିମ୍‌ । ସମସ୍ତ ପ୍ରାଣୀଙ୍କର ସୁପୋଷଣ କରୁଥିବା ଅଜୟ, ଗନ୍ଧବତୀ ପୃଥିବୀକୁ ଗୋବର ବ୍ୟବହାର କରି ଆମେ ସବୁଦିନ ପୃଷ୍ଟ କରିବା । 



ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗଦପୀ ଗରିୟସୀ । ଜନନୀ ଓ ଜନ୍ମଭୂମି ସ୍ବର୍ଗଠାରୁ ବି ମହାନ ହୋଇଥାଆନ୍ତି ।



ସା ନୋ ଭୂମି ସ୍ତ୍ବିଷିବଲମ୍‌ ରାଷ୍ଟ୍ରେ ଦଧାତୁତ୍ତମେ । ମାତା ଭୂମି ଆମର ଉତ୍ତମ ରାଷ୍ଟ୍ର(ଭାରତବର୍ଷ)ରେ ତେଜ ଓ ବଳ ସ୍ଥାପନ କରନ୍ତୁ ।



ଗ୍ରୀଷ୍ମସ୍ତେ ଭୂମେ ବର୍ଷାଣି ଶରଦ୍ଧେମନ୍ତଃ ଶିଶିରୋ ବସନ୍ତଃ । ହେ ପୃଥିବୀ ଭୂମିରେ, ଗ୍ରୀଷ୍ମ, ବର୍ଷା, ଶରତ, 

ଋତବସ୍ତେ ବିହିତା ହାୟନିରହୋରାତ୍ରେ ପୃଥିବୀ ନୋ ଦୁହାତାମ । ହେମନ୍ତ, ଶୀତ, ବସନ୍ତ ଏହି ଛଅ ଋତୁ, ବର୍ଷ ସମୂହ, ଦିନ ଓ ରାତ୍ରି;ଏ ସବୁକିଛି ବିଧାତା ତୁମ ପାଇଁ ତିଆରି କରିଛନ୍ତି । ଏଣୁ ଏ ସବୁକିଛି ଆମ ମନୋକାମନା ପୂରଣ କରନ୍ତୁ । 


ଓଁ ଧ୍ୟୌଃ ଶାନ୍ତିରକ୍ଷମ ଶାନ୍ତିଃ, ପୃଥ୍ବୀ ଶାନ୍ତିରାପଃ, ଧ୍ୟୋଲୋକ ଶାନ୍ତ ହେଉ, ଅନ୍ତରୀକ୍ଷ ଶାନ୍ତ ହେଉ, 

ଶାନ୍ତିରୋଷଧୟଃ ଶାନ୍ତିଃ । ପୃଥିବୀ ଶାନ୍ତ ହେଉ, ଜଳ ଶାନ୍ତ ହେଉ, ଔଷଧ ଶାନ୍ତ 

ବନସ୍ତତୟଃ ଶାନ୍ତିର୍ବିଶ୍ବେ ଦେବାଃ ଶାନ୍ତିର୍ବ୍ରହ୍ମା ଶାନ୍ତିଃ ହେଉ, ବନସ୍ପତି ଶାନ୍ତ ହେଉ, ସମସ୍ତ ଦେବତା ଶାନ୍ତ 

ସର୍ବଂ ଶାନ୍ତିଃ, ଶାନ୍ତିଃରେବ ଶାନ୍ତିଃ, ସା ମା ଶାନ୍ତିରୋଧି । ହୁଅନ୍ତୁ, ବ୍ରହ୍ମା ଶାନ୍ତ ହୁଅନ୍ତୁ, ସବୁକିଛି ଶାନ୍ତ ହେଉ,

ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ । ଶାନ୍ତ ହିଁ ଶାନ୍ତ ହେଉ ଆଉ ମୋର ସେହି ଶାନ୍ତି

ନିରନ୍ତର କାଏମ ରହୁ ।


ଭୂମିଃ ସ୍ବର୍ଗତାମ ୟାତୁ, ମନୁଷ୍ୟୋ ୟାତୁ ଦେବତାମ । ଭୂମି ସ୍ବର୍ଗ ହେଉ, ମଣିଷ ଦେବତା ହୁଅନ୍ତୁ । ଧର୍ମ ଧର୍ମୋ ସଫଲତାମ ୟାତୁ, ନିତ୍ୟଂ ୟାତୁ ଶୁଭୋଦୟମ । ସଫଳ ହେଉ, ନିତ୍ୟ ଶୁଭ ହେଉ ।


----

ଗତ କିଛି ବର୍ଷ ହେଲା ଭୂମି ସୁପୋଷଣର ସଂକଳ୍ପକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତି ହେଉଥିଲା । ଭାରତରେ ପ୍ରାୟ ସବୁ ରାଜ୍ୟରେ କୃଷକ, ମହିଳା କୃଷକ, ବୈଜ୍ଞାନିକ, ଶାସକୀୟ ଅଧିକାରୀ, ରାଜକୀୟ ନେତା, ଧାର୍ମିକ ସଂସ୍ଥାର ଅଧିକାରୀ, ସର୍ବସାଧାରଣ ନାଗରିକ ଆଦିଙ୍କ ସହ ବ୍ୟାପକ ଓ ଘନ ଘନ ଯୋଗାଯୋଗ କରାଗଲା । ପରିସର ଭେଟ, ରାଷ୍ଟ୍ରୀୟ ସଂଗୋଷ୍ଠୀ, ପ୍ରଲେଖନ କର୍ମଶାଳା ଇତ୍ୟାଦି ମାଧ୍ୟମରେ ଭୂମି ସୁପୋଷଣ ଏବଂ ସଂରକ୍ଷଣର ରାଷ୍ଟ୍ରୀୟ ସ୍ତରୀୟ ଜନ ଅଭିଯାନ ସଂକଳ୍ପିତ କରାଗଲା ।


ଏହି ଅଭିଯାନକୁ ଏମିତି ପଦ୍ଧତିରେ ସଫଳ କରାଯାଇପାରିବ । 


ସ୍ଥିର ହୋଇଥିବା ଗ୍ରାମରେ ଭୂମିପୂଜନ ଉତ୍ସବର ଆୟୋଜନ ।


ପ୍ରାକୃତିକ, ପାରମ୍ପରିକ ପଦ୍ଧତିଦ୍ବାରା ଭୂମିକୁ ସୁପୋଷିତ ରଖୁଥିବା କୃଷକମାନଙ୍କୁ ସମ୍ମାନିତ କରିବା ଏବଂ ଅନୁଭବ କଥନ ଆଦି କାର୍ଯ୍ୟକ୍ରମର ଆୟୋଜନ କରାଯାଉ ।


ଗ୍ରାମର ଭୂମିର ବିସ୍ତୃତ ମାନଚିତ୍ର ପ୍ରସ୍ତୁତ କରିବା ଯେଉଁଥିରେ ବିଭିନ୍ନ ପ୍ରକାରର ଭୂମି, ସମତଳ ଅଞ୍ଚଳ, ରଙ୍ଗ ଅନୁସାରେ, ଗଭୀରତା ଅନୁସାରେ ବର୍ଣ୍ଣନା କରିବା ।


ଭୂମି ଆରୋଗ୍ୟ ଓ ଫସଲ ଚକ୍ର ସମ୍ପର୍କରେ କୃଷକଙ୍କ ସହ ଆଲୋଚନା କରିବା ।


ଗାଁରେ ଭୂମି ପୂଜନ ସମ୍ପର୍କିତ ଉତ୍ସବ, ପର୍ବପର୍ବାଣି, ଗୀତ ସଂକଳନ ଆଦିର ଆୟୋଜନ କରିବା । 


ଛୋଟ ହସ୍ତଚାଳିତ, ପଶୁ ଚାଳିତ ଯନ୍ତ୍ର ପ୍ରଦର୍ଶନୀ ଆଦି ଆୟୋଜିତ କରିବା ।


କୃଷି ମହାବିଦ୍ୟାଳୟ, ବିଶ୍ବ ବିଦ୍ୟାଳୟରେ କୃଷକ ବୈଜ୍ଞାନିକ ତଥା କୃଷି ବୈଜ୍ଞାନିକଙ୍କ ସହ ଆଲୋଚନାର ଆୟୋଜନ ।


ଭୂମି ଆରୋଗ୍ୟ, ସୁପୋଷଣ ସମ୍ପର୍କିତ ବିଚାର ଗୋଷ୍ଠୀ, କୃଷି ବୈଜ୍ଞାନିକ ଆଲୋଚନାଚକ୍ର ଆଦିର ଆୟୋଜନ କରିବା ।


କୃଷି ବିଜ୍ଞାନ କେନ୍ଦ୍ରରେ ଭୂମି ସୁପୋଷଣ ସମ୍ପର୍କିତ ଆଲୋଚନାଚକ୍ରର ଆୟୋଜନ ।


ନଗରୀୟ କ୍ଷେତ୍ରରେ ପ୍ରାକୃତିକ ପଦ୍ଧତି ଦ୍ବାରା ନିର୍ମିତ କୃଷି ଉତ୍ପାଦର ବିକ୍ରି ବ୍ୟବସ୍ଥା କରିବା ।

Comments