gâúeûc R^àbìcò c¦òe ^òcðûY ^ò]ô ic_ðY @bò~û^ Ze`eê i^Ú i¹òk^ú
bêaù^gße: gâúeûc R^àbìcò c¦òe ^òcðûY ^ò]ô ic_ðY @bò~û^ Ze`eê Wòùi´e 29 ZûeòL cwkaûe \ò^ 11 NUòKû icdùe GK i^Ú i¹òk^ú bêaù^gße icþ jiþ_òUûf QK ^òKUùe [ôaû gâú @bòeûc ieÊZú gâú @^« @ûgâc iûc_êe, ùLû¡ðû Vûùe @^êÂòZ ùjûA ~ûAQò û Gjò i¹òk^úùe Êûcú bûÃe Zú[ð cjûeûR, Êûcú iZýû^¦ Mòeò, Êûcú gâ¡û^¦ ieÊZú, Êûcú gueû^¦ Mòeò, Êûcú _âûYeì_û^¦ ieÊZú, gâúgâú @bòeûc ieÊZú, ]cðû·~ðý iµKð _âcêL gâú @Rd Kêcûe \ûi @û\ò @ù^K iû]ê i^Ú C_iÚòZ [ôùf û
492 ahðe iõNhð _ùe _âbê êgâúRM^Üû[u Ké_ûeê gâúeûc R^àbìcòùe bMaû^ eûcu baýc¦òe ^òcðûY ùjaûKê ~ûC@Qò û eûÁâúd c~ðýû\ûe _âZúKGjò c¦òe 2024 ciòjû iê¡û _ì‰ð ùjûA~òa û Gjûe gòLe bûMùe ùM÷eúK _ZûKû CWòaûKê fûMòa û
Gjò i^Ú i¹òk^úùe ù~ûM ù\A aògß jò¦ê _eòh\ ùlZâ iõMV^ cªú Ê_^ cêLûRðú KjòQ«ò Gjò c¦òe aògße icÉ eûcbquê ùRûWòaû _ûAñ GK ùiZê _eò Kûc Keòa û G[ô _ûAñ ^ò½ò«ò ùjûA@Qò cKe iõKâû«ò Vûeê cûN _ì‰òðcû _~ðý« iõ_ì‰ð ù\gKê ùRûWòaû _ûAñ GK aýû_K ^ò]ô ic_ðY Gaõ iõ_Kð @bò~û^ Pkû~òa û Gjû 15 Rû^êdûeúeê 27 ù`aédûeú _~ðý« Pûfòa û G[ôùe @ûùc ijbûMú ùjaû û gâúeûc c¦òeeê eûc eûRýe cûMð Gjò @bò~û^ \ßûeû _âgÉ ùja û Gjò Kâcùe IWògûùe Rû^êdûeú 15 ZûeòLeê Rû^êdûeú 30 ZûeòL _~ðý« Gjò @bò~û^ Pûfòa û
ùK¦âúd cûMð\gðK cŠke _ìRý i^Úcû^ue Gjò ibû aògßjò¦ê _eòh\Kê @ûgðúaû\ _â\û^ KeêQò û _eòh\ iû]ê i^Úcû^u @ûù\gKâùc 492 ahðe KkuKê ù_ûQò ù\aû _ûAñ ^ýûdkd Vûeê @ûe¸ Keò Mâûc Mâûc _~ðý« Gjò ]cð ~ê¡Kê fXò @ûiòQò û 2020 ciòjû @MÁ5 ZûeòL \ò^ bìcò _ìR^ ùjûA~òaû _ùe \òaý Gaõ baý gâúeûc R^àbìcò c¦òe ^òcðûY _ûAñ aògßjò¦ê _eòh\e bìcòKû @ûjêeò cjZß _ì‰ð ùjûA ~ûAQò û GYê i^Úcû^ue Gjò ibû aògßjò¦ê _eòh\Kê aògße _âZò jò¦ê ]cðûf´ò Z[û eûcbqcû^uê iõ_Kð Keò ùicû^u Vûeê c¦òe ^òcðûY ^òcù« ^ò]ô iõMâj Keòaûe _ìYý Kû~ðýùe fûMò ~òaû _ûAñ @ûù\g ù\AQ«ò û ù\ge icÉ iû]ê i^Úcûù^ c¤ Gjò _ìYý Kû~ðýùe ÊdõfûMòùa û
IWògûe i^Úcû^u GK cûMð\gðKcŠk MV^ Keû~ûAQò û Gjò cûMð \gðK cŠk c¤ùe icÉ iµâ\ûd, cZ, _^Úe i^Úcû^uê i¹òkòZ Keû~ûA@Qò û
ଭୁବନେଶ୍ୱର: ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ ନିଧି ସମର୍ପଣ ଅଭିଯାନ ତରଫରୁ ଡିସେମ୍ବର ୨୯ ତାରିଖ ମଙ୍ଗଳବାର ଦିନ ୧୧ ଘଟିକା ସମୟରେ ଏକ ସନ୍ଥ ସମ୍ମିଳନୀ ଭୁବନେଶ୍ୱର ସମ୍ ହସ୍ପିଟାଲ ଛକ ନିକଟରେ ଥିବା ଶ୍ରୀ ଅଭିରାମ ସରସ୍ୱତୀ ଶ୍ରୀ ଅନନ୍ତ ଆଶ୍ରମ ସାମପୁର, ଖୋର୍ଦ୍ଧା ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସମ୍ମିଳନୀରେ ସ୍ୱାମୀ ଭାଷ୍କର ତୀର୍ଥ ମହାରାଜ, ସ୍ୱାମୀ ସତ୍ୟାନନ୍ଦ ଗିରି, ସ୍ୱାମୀ ଶ୍ରଦ୍ଧାନନ୍ଦ ସରସ୍ୱତୀ, ସ୍ୱାମୀ ଶଙ୍କରାନନ୍ଦ ଗିରି, ସ୍ୱାମୀ ପ୍ରାଣରୂପାନନ୍ଦ ସରସ୍ୱତୀ, ଶ୍ରୀଶ୍ରୀ ଅଭିରାମ ସରସ୍ୱତୀ, ଧର୍ମାଚାର୍ଯ୍ୟ ସମ୍ପର୍କ ପ୍ରମୁଖ ଶ୍ରୀ ଅଜୟ କୁମାର ଦାସ ଆଦି ଅନେକ ସାଧୁ ସନ୍ଥ ଉପସ୍ଥିତ ଥିଲେ ।
୪୯୨ ବର୍ଷର ସଂଘର୍ଷ ପରେ ପ୍ରଭୁ ୁଶ୍ରୀଜଗନ୍ନାଥଙ୍କ କୃପାରୁ ଶ୍ରୀରାମ ଜନ୍ମଭୂମିରେ ଭଗବାନ ରାମଙ୍କ ଭବ୍ୟମନ୍ଦିର ନିର୍ମାଣ ହେବାକୁ ଯାଉଅଛି । ରାଷ୍ଟ୍ରୀୟ ମର୍ଯ୍ୟାଦାର ପ୍ରତୀକଏହି ମନ୍ଦିର ୨୦୨୪ ମସିହା ସୁଦ୍ଧା ପୂର୍ଣ୍ଣ ହୋଇଯିବ । ଏହାର ଶିଖର ଭାଗରେ ଗୈରୀକ ପତାକା ଉଡିବାକୁ ଲାଗିବ ।
ଏହି ସନ୍ଥ ସମ୍ମିଳନୀରେ ଯୋଗ ଦେଇ ବିଶ୍ୱ ହିନ୍ଦୁ ପରିଷଦ କ୍ଷେତ୍ର ସଂଗଠନ ମନ୍ତ୍ରୀ ସ୍ୱପନ ମୁଖାର୍ଜୀ କହିଛନ୍ତି ଏହି ମନ୍ଦିର ବିଶ୍ୱର ସମସ୍ତ ରାମଭକ୍ତଙ୍କୁ ଜୋଡିବା ପାଇଁ ଏକ ସେତୁ ପରି କାମ କରିବ । ଏଥି ପାଇଁ ନିଶ୍ଚିନ୍ତି ହୋଇଅଛି ମକର ସଂକ୍ରାନ୍ତି ଠାରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଦେଶକୁ ଜୋଡିବା ପାଇଁ ଏକ ବ୍ୟାପକ ନିଧି ସମର୍ପଣ ଏବଂ ସଂପର୍କ ଅଭିଯାନ ଚଳାଯିବ । ଏହା ୧୫ ଜାନୁୟାରୀରୁ ୨୭ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବ । ଏଥିରେ ଆମେ ସହଭାଗୀ ହେବା । ଶ୍ରୀରାମ ମନ୍ଦିରରୁ ରାମ ରାଜ୍ୟର ମାର୍ଗ ଏହି ଅଭିଯାନ ଦ୍ୱାରା ପ୍ରଶସ୍ତ ହେବ । ଏହି କ୍ରମରେ ଓଡିଶାରେ ଜାନୁୟାରୀ ୧୫ ତାରିଖରୁ ଜାନୁୟାରୀ ୩୦ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ ।
କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳର ପୂଜ୍ୟ ସନ୍ଥମାନଙ୍କର ଏହି ସଭା ବିଶ୍ୱହିନ୍ଦୁ ପରିଷଦକୁ ଆର୍ଶୀବାଦ ପ୍ରଦାନ କରୁଛି । ପରିଷଦ ସାଧୁ ସନ୍ଥମାନଙ୍କ ଆଦେଶକ୍ରମେ ୪୯୨ ବର୍ଷର କଳଙ୍କକୁ ପୋଛି ଦେବା ପାଇଁ ନ୍ୟାୟଳୟ ଠାରୁ ଆରମ୍ଭ କରି ଗ୍ରାମ ଗ୍ରାମ ପର୍ଯ୍ୟନ୍ତ ଏହି ଧର୍ମ ଯୁଦ୍ଧକୁ ଲଢି ଆସିଛି । ୨୦୨୦ ମସିହା ଅଗଷ୍ଟ୫ ତାରିଖ ଦିନ ଭୂମି ପୂଜନ ହୋଇଯିବା ପରେ ଦିବ୍ୟ ଏବଂ ଭବ୍ୟ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ ପାଇଁ ବିଶ୍ୱହିନ୍ଦୁ ପରିଷଦର ଭୂମିକା ଆହୁରି ମହତ୍ୱ ପୂର୍ଣ୍ଣ ହୋଇ ଯାଇଛି । ଏଣୁ ସନ୍ଥମାନଙ୍କର ଏହି ସଭା ବିଶ୍ୱହିନ୍ଦୁ ପରିଷଦକୁ ବିଶ୍ୱର ପ୍ରତି ହିନ୍ଦୁ ଧର୍ମାଲମ୍ବି ତଥା ରାମଭକ୍ତମାନଙ୍କୁ ସଂପର୍କ କରି ସେମାନଙ୍କ ଠାରୁ ମନ୍ଦିର ନିର୍ମାଣ ନିମନ୍ତେ ନିଧି ସଂଗ୍ରହ କରିବାର ପୂଣ୍ୟ କାର୍ଯ୍ୟରେ ଲାଗି ଯିବା ପାଇଁ ଆଦେଶ ଦେଇଛନ୍ତି । ଦେଶର ସମସ୍ତ ସାଧୁ ସନ୍ଥମାନେ ମଧ୍ୟ ଏହି ପୂଣ୍ୟ କାର୍ଯ୍ୟରେ ସ୍ୱୟଂଲାଗିବେ । ଓଡିଶାର ସନ୍ଥମାନଙ୍କ ଏକ ମାର୍ଗଦର୍ଶକମଣ୍ଡଳ ଗଠନ କରାଯାଇଛି । ଏହି ମାର୍ଗ ଦର୍ଶକ ମଣ୍ଡଳ ମଧ୍ୟରେ ସମସ୍ତ ସମ୍ପ୍ରଦାୟ, ମତ, ପନ୍ଥର ସନ୍ଥମାନଙ୍କୁ ସମ୍ମିଳିତ କରାଯାଇଅଛି ।
Comments
Post a Comment