NEET ଓ JEE ପରୀକ୍ଷାର୍ଥୀଙ୍କପାଇଁସହାୟତାରହାତବଢ଼େଇଲାଏବିଭିପି

 

3131/2020                                                                                                                                                                         26/08/2020

 

NEET JEE ପରୀକ୍ଷାର୍ଥୀଙ୍କପାଇଁସହାୟତାରହାତବଢ଼େଇଲାଏବିଭିପି

 

 

ଗତ୧//୨୦୨୦ରୁଆରମ୍ଭହେଇଥିବା NEET JEE ପରୀକ୍ଷାଏହି COVID-19  ସମୟରେଛାତ୍ରଛାତ୍ରୀଙ୍କପାଇଁଏକଆହ୍ୱାନ।ଏହିପରିସ୍ଥିତିରେପରୀକ୍ଷାର୍ଥୀମାନଙ୍କୁସହଯୋଗକରିବାପାଇଁହାତବଢ଼ାଇଛିଅଖିଳଭାରତୀୟବିଦ୍ୟାର୍ଥୀପରିଷଦ।ଅଖିଳଭାରତୀୟବିଦ୍ୟାର୍ଥୀପରିଷଦରକାର୍ଯ୍ୟକର୍ତ୍ତାମାନେପରୀକ୍ଷାକେନ୍ଦ୍ରରେହେଲ୍ପଡେସ୍କମାଧ୍ୟମରେସାହାଯ୍ୟକରିବା ,ପରୀକ୍ଷାର୍ଥୀଓଅଭିଭାବକମାନଙ୍କୁପାଣିଯୋଗେଇବଭଳିଗୁରୁତ୍ବପୂର୍ଣ୍ଣସାହାଯ୍ୟକରୁଛନ୍ତି।ରାଜ୍ୟର୩ଟିପରୀକ୍ଷାକେନ୍ଦ୍ରରେହେଲ୍ପଡେସ୍କମାଧ୍ୟମରେପରୀକ୍ଷାର୍ଥୀମାନଙ୍କୁସହଯୋଗକରାଯାଇଛି।ସାରାଭାରତରେଅଖିଳଭାରତୀୟବିଦ୍ୟାର୍ଥୀପରିଷଦଦ୍ଵାରାପରୀକ୍ଷାର୍ଥୀମାନଙ୍କପାଇଁହେଲ୍ପଲାଇନନମ୍ୱର୍ଜାରିକରାହେଇଛି।ଅଖିଳଭାରତୀୟବିଦ୍ୟାର୍ଥୀପରିଷଦରକାର୍ଯ୍ୟକର୍ତ୍ତାମାନେପରୀକ୍ଷାର୍ଥୀମାନଙ୍କୁହେଲ୍ପଡେସ୍କମାଧ୍ୟମରେସହଯୋଗକରିବେବୋଲିଅଖିଳଭାରତୀୟବିଦ୍ୟାର୍ଥୀପରିଷଦରରାଜ୍ୟସମ୍ପାଦକଶଶିକାନ୍ତମିଶ୍ରସୂଚନାଦେଇଛନ୍ତି।

 

 

THIS PRESS  REALESE IS ISSUED BY STATE OFFICE ABVP ODISHA.

 

 

 

 

 

 

 

Comments