ନୂଆଦିଲ୍ଲୀ,୨୫ା୫: ଭାରତର ମୋଷ୍ଟ ୱାଣ୍ଟେଡ ବିବାଦୀୟ ଇସଲାମିକ ପ୍ରବକ୍ତା
ଜାକିର ନାଇକଙ୍କୁପାକିସ୍ତାନ ପାଣ୍ଠିଯ�ୋଗାଣ ଚାଲୁରଖିଛି। ପାକିସ୍ତାନ ସମେତ
ବିଭିନ୍ନ ଉପସାଗରୀୟ ରାଷ୍ଟ୍ରଗଡିକୁ ରୁଜାକିର ପାଣ୍ଠିପାଉଛନ୍ତି। ତୁର୍କୀ ଓ କାତାର
ଦେଇ ପାକିସ୍ତାନ ଜାକିରଙ୍କୁପାଣ୍ଠିଯ�ୋଗାଉଛି। ଭାରତ ସରକାରଙ୍କ ଦ୍ବାରା
ପଳାତକ ଘୋଷିତ ଜାକିର ଏବେ ମାଲେସିଆରେ ରହୁଛନ୍ତି। ସଚନା ଅନ ୂ ୁଯାୟୀ
ଜାକିର ନିକଟରେ କାତାରସ୍ଥିତ ନିଜର ଜଣେ ପରୁୁଣା ସହଯ�ୋଗୀଙ୍କୁଯ�ୋଗାଯ�ୋଗ
କରିବା ସହିତ ଦାତବ୍ୟ କାର୍ଯ୍ୟ ଲାଗି ୫ଲକ୍ଷ ଡଲାର ମାଗିଥିଲେ।
Comments
Post a Comment